ରଂଜିତା ଦାସ

ରଂଜିତା ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Sharadara Agamane Maa Asuchhanti

ଶରଦର ଅଗମନେ

ଶରଦର ଅଗମନେ ନିର୍ମଳ ମେଘମାଳ ଦିଶେ ଗଗନେ, ଶରଦର ଛୁଆଁରେ ତୋଫା ଜହ୍ନ ଦିଶେ ସପନେ, ଭଳିକି ରଙ୍ଗର ରଙ୍ଗଣୀ ସାଙ୍ଗକୁ କାଶତଣ୍ଡୀ ବଢ଼ାଏ ଶୋଭା ଭୁବନେ ॥ ଶରତ ଋତୁରେ କାଶତଣ୍ଡୀ ଫୁଲର ଶୋଭା, ରାସ୍ତା ଘାଟ, ବିଲ ଚାରିଆଡ଼ ଦୃଶ୍ୟ ମନଲୋଭା ॥ ଶରତର ଆଗମନେ ଜମେଇ ଦିଏ ତା’ ଆସର, ସମସ୍ତଙ୍କ ମନ ମୋହେ, ନାହିଁ ଯେ ବର୍ଣ୍ଣନା ତା’ ରୂପ ଆଉ ରଙ୍ଗର । ବଗିଚା ବାଡ଼ି, ରାସ୍ତାଘାଟ ନଈ ପଠା ବିଲ ପାଟ ଚାରିଆଡ଼େ…

ଅଧିକ ପଢ଼ନ୍ତୁ
Jagaku Heichi Jara

ଜଗାକୁ ହେଇଛି ଜର

ଜ୍ୱରରେ ପୀଡ଼ିତ କାଳିଆ ସାଆନ୍ତ, ବ୍ରହ୍ମାଣ୍ଡ ଠାକୁର ବୋଲି ତତେ ବୋଲାଏ ଜଗତ । ଜ୍ୱରରେ କମ୍ପୁଛୁ ଆହେ ବ୍ରହ୍ମାଣ୍ଡ ଗୋସାଇଁ, ଚିକିତ୍ସିତ ହେଉ ଅଣସର ଘରେ ରହି । ଦୁଃଖୀ ରଙ୍କିଙ୍କ ସାଥି ବୋଲାଉରେ ତୁହି, ରତ୍ନବେଦୀ ଛାଡ଼ି ଆସିଲୁ ତୁ ଧାଇଁ । ଜଗତର ନାଥ ଆହେ ଜଗନ୍ନାଥ, ତୋ ଦର୍ଶନ ପାଇଁକି ଚାହିଁ ରହିଛି ତୋରି ଭକତ । ବଡ଼ ଦେଉଳ ଆଜି ଲାଗେ ଖାଲି ଖାଲି, ଭଲ ବି ଲାଗେନି ଆଜି ଶରଧାର ବାଲି, ଫୁଲୁରି ତେଲର…

ଅଧିକ ପଢ଼ନ୍ତୁ