ପୂର୍ଣ୍ଣିମା ଲେଙ୍କା

ପୂର୍ଣ୍ଣିମା ଲେଙ୍କା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Tama Bhabanare (ତମ ଭାବନାରେ) by Purnima Leknka

ତମ ଭାବନାରେ

ସକାଳୁ ଦ୍ୱିପହର ପର୍ଯ୍ୟନ୍ତର ତମାମ କଳହ ପରେ ମନ, ମସ୍ତିଷ୍କ ଥକିଗଲା ପରେ ଦିପହରୁ ଆସି ଗୋଧୂଳି ବେଳାରେ ନିଷ୍ପତ୍ତି ନେଲି, ଆଉ ନୁହଁ ବାସ ପୂର୍ଣ୍ଣଛେଦ ଏଠାରେ । ଏତେ ଦିନର ଦୀର୍ଘତମ ସମ୍ପର୍କରେ କ’ଣ ପାଇଛି ତୁମଠାରେ? ପ୍ରଶନବଚି ଉଠେ ମନ ଉହାଡ଼ରେ ! ଭାବନାର ସଂଘର୍ଷ ମଧ୍ୟରେ ବର୍ତ୍ତମାନ ଭବିଷ୍ୟତର କୁହୁଳିକାରେ ରାଗ ଅଭିମାନ ମିଶା ମନରେ । ନିଷ୍ପତି ଶୁଣେଇଲି ତମ ଆଗରେ ପୂର୍ଣ୍ଣଛେଦ ଚାହେଁ ଏଇ ସମ୍ପର୍କରେ କିଛି ଆସ…

ଅଧିକ ପଢ଼ନ୍ତୁ
Odia Story Anubhav (ଅନୁଭବ) by Purnima Lenka

ଅନୁଭବ

ବିଜୁଳିର ତୀକ୍ଷ୍ଣ ଶବ୍ଦ କାନକୁ ସ୍ପର୍ଶ କଲା ପରେ ଛାତିର ସ୍ପନ୍ଦନଟି ବଢ଼ି ଗଲା ତା’ର ପର ମୁହୂର୍ତ୍ତରେ ହଠାତ ମୋ’ ନିଦଟା ଭାଙ୍ଗିଗଲା । କିଛିକ୍ଷଣ ପାଇଁ କିଛି ବୁଝି ପାରିଲିନି, ଚିନ୍ତା କରିବାର କ୍ଷମତା ହରେଇ କିଛି ସମୟ ବିଛଣାରେ ପଡ଼ି ରହିଲି, କିଛି ସମୟ ନୀରବତା ପରେ ନିଜକୁ ଚେତନାରେ ଆଣି ଝରକା ପାଖକୁ ଯାଇ ଦେଖେ ତ ପ୍ରବଳରୁ ଅତି ପ୍ରବଳ ବର୍ଷା । ପଛକୁ ବୁଲି କାନ୍ଥ ଘଣ୍ଟାରେ ଦୃଷ୍ଟି…

ଅଧିକ ପଢ଼ନ୍ତୁ
Aspasta

ଅସ୍ପଷ୍ଟ

ଅନେକ ଦିନ ପରେ ପାଖାପାଖି ପାଞ୍ଚ ବର୍ଷ ପରେ ଆଜି ଜଣେ ଘନିଷ୍ଠ ବନ୍ଧୁର ବାହାଘରରେ ଯୋଗ ଦେବାପାଇଁ ତା’ ଘର ଅଭିମୁଖେ ଯାତ୍ରା ଆରମ୍ଭ ହେଇଥାଏ । ମନରେ ବହୁତ କିଛି ଆଶା ଉଦ୍ଦୀପନା, କାରଣ ବାଣୀବିହାରରେ ପଢ଼ା ଚାଲିଥିବା ସମୟର ସାଙ୍ଗ ସିଏ । ମନରେ ଭାରି ଖୁସି କାରଣ ବାଣୀବିହାରରେ ଥିଲାବେଳେ ଅନେକ ସାଙ୍ଗ ଥିଲେ । ଅନେକ ସାଙ୍ଗଙ୍କ ଜୀବନରେ କେହି ନା କେହି ଯୁବକ ଆସିଥିଲେ କିଛିକ୍ଷଣ ଅନୁଭୂତି ନେଇ,…

ଅଧିକ ପଢ଼ନ୍ତୁ
Saisabaru Bardhakya

ଶୈଶବରୁ ବାର୍ଦ୍ଧକ୍ୟ

ଶୈଶବରୁ ବାର୍ଦ୍ଧକ୍ୟର ଦୀର୍ଘତମ ପଥରେ… ଶୈଶବ ଶଯ୍ୟା ଛାଡ଼ି ଯୌବନ ପଦାର୍ପଣ କଲା ଧନ, ଯୌବନ ଅଢ଼େଇଦିନ ପ୍ରଳାପ ଲାଗିଲା ହସ, ଖୁସି, ଉତ୍କଣ୍ଠାରେ ଜୀବନର ଶଯ୍ୟା ପୁରି ଉଠୁଥିଲା… ଜଣା ପଡ଼ିଲାନି କେତେବେଳେ ଯୌବନ କଡ଼ ନେଉଟି ବାର୍ଦ୍ଧକ୍ୟକୁ ବିଶ୍ରାମ ଦେଲା ମୋ ଜୀବନ ରୁପି ଶଯ୍ୟାରେ… କ୍ଷଣକ ପୂର୍ବରୁ ତ ସ୍ୱପ୍ନ ଥିଲା ରଙ୍ଗ ବେରଙ୍ଗର ଫୁଲ ଫୁଟିଥିଲା ସ୍ୱପ୍ନ ଆକାଂକ୍ଷାର ମିଳନ ହୋଉଥିଲା ପୁଅ, ଝିଅ, ସ୍ୱାମୀର ଆର୍ତ୍ତ ରେ ଜୀବନର ଶଯ୍ୟା…

ଅଧିକ ପଢ଼ନ୍ତୁ
Tume

ତୁମେ

ଜାଣିନି କାହିଁକି ଏକ ଶୀତଳତାର ସ୍ପନ୍ଦନ ଖେଳିଯାଏ ମୋ ଦେହରେ ଦୂର ଦିଗ୍‌ବଳୟର ସେ ଲମ୍ବା ରାସ୍ତାରେ ତମ ବାଇକ ପଛରେ ତମ ପିଠିକି ଆଉଜି ହଜି ଯାଇଥଏ କେଉଁ ଏକ ଅଲଗା ଦୁନିଆରେ । ଅନ୍ଧାର ରାତି ବି ଭାରି ଆପଣାର ଲାଗେ ଯେବେ ଭିଡ଼ି ନେଇଥାଅ ମୋତେ ତମ ସେ ପ୍ରାଶତ ବକ୍ଷୁ ମଧ୍ୟରେ ଭୟ ଶୂନ୍ୟ ନିଦ୍ରାଟି ଆସିଯାଏ ମୋ ନେତ୍ରରେ ଯେବେ ତମକୁ ଅନୁଭବ କରି ପରୁଥାଏ ମୋ ବକ୍ଷରେ ।…

ଅଧିକ ପଢ଼ନ୍ତୁ