ପ୍ରିୟବ୍ରତ କର

ପ୍ରିୟବ୍ରତ କର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

ନବରାତ୍ରୀ

ନିଜ ଭଉଣୀର ଭାଇଟିଏ ହୋଇ ସାଜ ତା’ ରକ୍ଷା କବଚ, ପର ଝିଅ ପାଇଁ କାହିଁକି କେଜାଣି ସାଜୁଛ ଯୌନ ପିଶାଚ? ନିରୀହ ଜୀବନ ସହ ଖେଳି କୁହ କି ଅବା ପାଉଛ ଖୁସି, ବିନା କାରଣରେ ଝିଅ ଆଖିବୁଜେ ବେକେ ଲାଗେଇକି ରସି । କ୍ୟାଣ୍ଡେଲ ଜଳାଇ ଷ୍ଟାଟସ ଦବାଟା ଆମ ଜନତାଙ୍କ କାମ, ଦୁଇ ତିନି ମାସ ଗଡ଼ିଗଲା ପରେ ଭୁଲିଯାଉ ତା’ର ନାମ । ସଭିଙ୍କ ମନରେ ପ୍ରତିବାଦ ସ୍ୱର ଭର ମା’ଗୋ…

ଅଧିକ ପଢ଼ନ୍ତୁ