ପ୍ରେମଶିଲା ରାଉତ

ପ୍ରେମଶିଲା ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Sukha Dukha - ସୁଖ ଦୁଃଖ

ସୁଖ ଦୁଃଖ

ପବନ ସୁଅରେ ବହି ଯାଉଥିବା ପ୍ରତ୍ୟେକଟି ମୁହୁର୍ତ୍ତ ପରିବର୍ତ୍ତନଶୀଳ କେବେ ଦୁଃଖର ନଦୀ ତ କେବେ ସୁଖର ସାଗର ଜୀବନର ସବୁ ପାହାଚରେ ଦୁହେଁ ଦିବ୍ୟମାନ ସୁଖ ବିନା ଦୁଃଖ ଅଧୁରା ଦୁଃଖ ବିନା ସୁଖ ଅଧୁରା ସୁଖରେ ଏ ମନ ଦି’ ପଦ ଗୀତ ଗାଏ ଦୁଃଖରେ ଏ ଆଖି ଦି’ ଟୋପା ଲୁହ ଝରାଏ । ସୁଖ ଦୁଃଖ ଦୁହେଁ ଅନ୍ତରଙ୍ଗ ବନ୍ଧୁ ଗୋଟେ ନିଶ୍ୱାସ ହେଲେ ଆଉ ଗୋଟେ ପ୍ରଶ୍ୱାସ ଦୁହେଁ ଜୀବନର…

ଅଧିକ ପଢ଼ନ୍ତୁ
Devi

ଦେବୀ

ଧନ୍ ଲୋଡ଼ା ହେଲେ ପୁଜନ୍ତି ସଭିଏଁ ମହାଲକ୍ଷ୍ମୀ ନାମ ସୁମରି କର୍ମ ଅନୁସାରେ ଦିଅନ୍ତି ଯେ ଫଳ ସଭିଙ୍କୁ ଆପଣା କରି । ଦୁଃଖି ରଙ୍କି ତଥା ସମସ୍ତଙ୍କୁ ସିଏ କରନ୍ତି ଆଦର ଅତି ଧନ ଦେଇ ସତେ ଲକ୍ଷ୍ମୀ ଠାକୁରାଣୀ ଉଦ୍ଧାରନ୍ତି ନର ଜାତି । ବିଦ୍ୟାର ଦେବୀ ଯେ ଅଟନ୍ତି ମାତା ସରସ୍ୱତୀ ମହାମାୟୀ ସମସ୍ତଙ୍କ କଣ୍ଠେ ସଦା ବିରାଜିତ ସବୁରି ହୃଦୟେ ରହି । ଆଲୋକର ପଥ ଦେଖାନ୍ତି ଯେ ମାତା ଜ୍ଞାନର…

ଅଧିକ ପଢ଼ନ୍ତୁ