ଏଇ କ’ଣ ସ୍ୱାଧୀନତା?
ଏଠି କୁଆଡ଼େ ଦେଶ ସ୍ୱାଧୀନ ଆଉ ଆମେ ବି ସ୍ୱାଧୀନ? କିନ୍ତୁ ଏଇ ସ୍ୱାଧିନତା ଭିତରେ ଅହରହ ନାରୀର ଇଜତ୍ ଲୁଟ୍ ହୋଇଚାଲେ ଦିନର ସ୍ପଷ୍ଟ ସୂର୍ଯ୍ୟାଲୋକରେ ଆଉ ରାତିର ବି ସେଇ ଗାଢ ଅନ୍ଧକାରରେ । କ’ଣ ବା ଭୁଲ୍ ଥିଲା ଉନ୍ନାଓର ସେଇ ବିଚାରୀ ଝିଅଟିର? ଗୁହାରିଟେ କରି ଚାକିରିଟେ ପାଇଁ କେବଳ ଆସିଥିଲା ଧାଇଁ ଭୋଟ ପାଇ ରକ୍ଷକ ହୋଇ ଭକ୍ଷକ ସାଜି ବସିଥିବା ସେଇ ଲମ୍ପଟ ‘ସେଙ୍ଗାର’ ପାଖକୁ । ହେଲେ…