ପ୍ରକାଶ ମେହେର

ପ୍ରକାଶ ମେହେର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Ganesha Chaturthi (ଗଣେଶ ଚତୁର୍ଥୀ) by Prakash Meher for Ganesh Puja

ଗଣେଶ ଚତୁର୍ଥୀ

ମୂଷିକ ଉପରେ ବିରାଜିତ ହୋଇ ଆସୁଛନ୍ତି ପାର୍ବତୀ ସୁତ । ନଗ୍ରେ ନଗ୍ରେ ସେତ ଅଗ୍ରପୂଜ୍ୟ ଦେବ ସର୍ବତ୍ର ହୋଇବ ପୂଜା ॥ ବିଗ୍ରହ ତୁମର କଳାକାର ହସ୍ତେ ଗଢ଼ା ସୁନ୍ଦର ସୁଶୋଭିତ ସଜା । ଅମ୍ଳାନ କିର୍ତ୍ତୀରାଜି ମାଟି ଦେହରେ ଏହା ତୁମରି ସୁଦୟା ॥ ବିଶ୍ଵବ୍ୟାପୀ ତୁମ ଆରାଧନା ପାଇଁ ଭାଦ୍ରବ ମାସ ଚତୁର୍ଥୀ ଦିନ । ଏକଦନ୍ତ ଆଜି ବିଦ୍ୟମାନ ହେବେ ବିଘ୍ନ କରିବ ହେ ଖଣ୍ଡନ ।। ପୂଜାମଣ୍ଡପେ ଆରତି ଆରାଧନା…

ଅଧିକ ପଢ଼ନ୍ତୁ
Odia Poem Kartika Maha Panchuka (କାର୍ତ୍ତିକ ମହା ପଞ୍ଚୁକ) by Prakash Meher

କାର୍ତ୍ତିକ ମହା ପଞ୍ଚୁକ

ପଞ୍ଚ ଦିନ ପ୍ରଭାତରୁ ସ୍ନାନ ସାରି ତୁରିତେ ଲୟ ରଖ ମନ କୃଷ୍ଣ ପାଦେ । ଭାଗବତ ଗାନ କର ଜଗନ୍ନାଥଙ୍କୁ ସୁମରି ପ୍ରଭୁ କୃପା ଲଭିବୁ ତେବେ ॥ ତୁଳସୀ ଦେବୀଙ୍କୁ କମଳେ କର ଜଳ ଦାନ କୃପା କରିବେ ହେ ନାରାୟଣ । ଚକ୍ରଧାରୀ ଲକ୍ଷ୍ମୀକାନ୍ତ ପାପ କର ନାଶନ ତବପଦ୍ମ ଯୁଗଲେ ମୋର ଧ୍ୟାନ ॥ ସନ୍ଧ୍ୟା ସମୟେ ଦୀପ ଜାଳି ତୁଳସୀ ମୂଳେ ସନ୍ଧ୍ୟା ସୁମରି ଯାଉ ଦିନ ମଙ୍ଗଳେ ।…

ଅଧିକ ପଢ଼ନ୍ତୁ