ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Tanmaya Sura (ତନ୍ମୟ ସୁର) by Prafulla Chandra Padhi

ତନ୍ମୟ ସୁର

ଲକ୍ଷେ ଇନ୍ଦ୍ରଧନୁ ତମେ ॥ ଦଳ ଦଳ ଧୋବ ପକ୍ଷୀ ତମ ତନୁର ତନ୍ମୟତା । ହଜାରେ ରଙ୍ଗର କ୍ଷେତ ତମ ଚାହାଣି । କୂଳ ଲଂଘି ଢେଉ ଧସି ଆସୁଚି ହୃଦୟ ଭିତରୁ କେବେ ଲେଖି ଥିଲି କବିତା ! ଶଦ୍ଦ ସବୁ ଗୁଣୁ ଗୁଣୁ ତମ ପ୍ରୀତିର ଠାଣି । ତମେ ପ୍ରୀତିମୟୀ ବାସୁଚ ଖୁବ ମୋର କଲମ ମୁନରେ ପ୍ରତିଦିନ ॥ – ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀପ୍ରଫୁଲ୍ଲ ଚନ୍ଦ୍ର…

ଅଧିକ ପଢ଼ନ୍ତୁ
Odia Poem Mita (ମିତ) by Prafulla Chandra Padhi

ମିତ

ମୋ ନିଛାଟିଆ ପ୍ରାଣରେ ତମେ ସ୍ପନ୍ଦିତ ଚନ୍ଦନ ଶଦ୍ଦମୟ ହେଇଯାଏ ହେ ଜଗନ୍ନାଥ ତମକୁ କଲେ ଦରଶନ ॥ ଫଗୁମୟ ତମରି ରଥଯାତ୍ରା ମୁ଼ଁ ନିରେଖିଲି ଟି.ଭି.ରୁ । ମୋରି ହୃଦୟରେ ତୁମେ : ସୁନ୍ଦର ସକାଳ କିଚିରି ମିଚିରିରେ ଭରା ଗୀତ_ଗୀତ ସବୁ କାଳ ॥ – ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ…

ଅଧିକ ପଢ଼ନ୍ତୁ