ନିର୍ମଳ ନାୟକ

ନିର୍ମଳ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

udasinatara-chhai

ଉଦାସିନତାର ଛାଇ

ବିଶ୍ୱ ସାରା ଅଜଣା… ଆତଙ୍କର ଭୟ… ସଭିଏଁ ବ୍ୟସ୍ତ, ସଭିଏଁ… ଅଧୀର, ଅଥୟ !! ଶୂନଶାନ ସଡ଼କ, ଶାନ୍ତ ସ୍ନିଗ୍ଧ ଜନପଦ… ନା ଶୁଭେ କଳରବ, ନା ଗାଡ଼ିର ଶବଦ !! ବସି ବସି ବ୍ୟସ୍ତ ଲାଗେ.. ମନରେ ବିଷାଦ… ଭାବି ଭାବି କାଲି କଥା, ବଢ଼ାଇ ପ୍ରମାଦ !! ମୁକ୍ତ ନଭ ଘର ଯାର, ସେ ମୁକ୍ତ ବିହଙ୍ଗ… ଆଜି ସେ ବନ୍ଦୀନି, ନିଜ ନିଡେ଼ କାରାରୁଦ୍ଧ !! ଆକାଂକ୍ଷାର ଆକାଶରେ, ଉଦାସର ଛାଇ… ମନ ଆକାଶର ଜହ୍ନକୁ… ଆଜି ଗ୍ରହଣ…

ଅଧିକ ପଢ଼ନ୍ତୁ