ତୋ ବିନୁ ଅନ୍ୟ ଗତି ନାହିଁ
– କାଳିଆ ଶୁଣିଲୁଟି ଏଥର ମାଉସୀ ଘରକୁ ଯାଇ ପାରିବା ନାହିଁ, ବଡ଼ ଦେଉଳରେ ରହିବା । ମାଉସୀ ମା’ ପ୍ରସ୍ତୁତି ଆରମ୍ଭ କରି ଦେଇଥିବ ତାକୁ ବି ଖବର ଦେବାକୁ ହେବ । କ’ଣ କରିବା କହିଲୁ ବର୍ଷକୁ ଥରେ ରଥଯାତ୍ରା, ତା’କୁ ବି କୋର୍ଟ ମନା କରିଦେଲା । ଦେଉଳ ଖାଁ ଖାଁ ଲାଗୁଚି । ଖାଲି ଖାଇ କରି ଶୋଇବା କଥା । ସେଥିରେ ପୁଣି ଯାତ୍ରା ବି ମନା ହେଇଗଲା ।…