
ମୁଁ କାହିଁକି ଅନୁତପ୍ତ?
ମଣିଷ ଏକ ସାମାଜିକ ପ୍ରାଣୀ । ସେ ସବୁବେଳେ ସମସ୍ତଙ୍କୁ ସମ୍ମାନ ଦେଇଥାଏ । ଛୋଟ ହେଉ କିବା ବଡ଼, ବୃଦ୍ଧ ହେଉ କି ବୃଦ୍ଧା । ସମାଜରେ ଚଳିବାକୁ ହେଲେ ପରଆପଣାର ନଭାବି ମେଲିଦେଇଥାଏ ସ୍ନେହ ମମତାର ପସରା । ହେଲେ ଏହି ସ୍ନେହ ମମତାର ବନ୍ଧନରେ ନିଜକୁ ହଜାଇ ଦେଇ ଅନ୍ଧ ଭାବେ ବିଶ୍ୱାସ କରିଚାଲେ କାହିଁ କେଉଁ ଜିଲ୍ଲାର ପରୀକୁ । ଶେଷରେ କରେ ଅନୁତାପ । ଅଜଣା, ଅପରିଚିତ, ଅଦେଖା ପରୀ…