ଏଣ୍ଡୁରି ପିଠା
ଯଦିଓ ଆମର ଓଡ଼ିଆରେ କୁହାଯାଏ ବାର ମାସରେ ତେର ପର୍ବ, କିନ୍ତୁ ସାଧାରଣତଃ ଦେଖିବାକୁ ଗଲେ ତେର ନୁହେଁ ବରଂ ତିରିଶ କି ତା’ଠାରୁ ଅଧିକ ପର୍ବ ଆମେ ପାଳନ କରିଥାଉ ଏବଂ ସେ ଭିତରୁ ଅଧିକାଂଶ କୃଷି ଭିତ୍ତିକ ପର୍ବ । କୃଷି ଭିତ୍ତିକ ପ୍ରତ୍ୟେକ ପର୍ବର ବିଶେଷତ୍ୱ ଯେମିତି, ସେହି ପର୍ବ ସହ ଜଡ଼ିତ ଖାଦ୍ୟ ପାନୀୟର ସ୍ୱତନ୍ତ୍ରତା ମଧ୍ୟ ସେମିତି । ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ପ୍ରଥମାଷ୍ଟମୀ କୁହାଯାଏ ।…