ମାନସ ରଞ୍ଜନ ପାତ୍ର

ମାନସ ରଞ୍ଜନ ପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Bapa (ବାପା) by Manas Ranjan Patra

ବାପା

କୋଟି ଓଡ଼ିଆର ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୁଣ୍ଡିଆଟେ ମାରି ଲେଖା ଆରମ୍ଭ କରୁଛି । ବାପା ଶବ୍ଦଟି ହେଉଛି ଦୁଇ ଅକ୍ଷର କିନ୍ତୁ ମାଆ ଶବ୍ଦ ପରି ଶ୍ରୁତିମଧୁର ଅଟେ । ବାପା ଶବ୍ଦଟିକୁ ପାଟିରେ ଧରିବା ମାତ୍ରେ ଆମ ଶରୀରରେ ଏକ ପ୍ରକାରର ଶିହରଣ ସୃଷ୍ଟି ହୋଇଥାଏ । ପିଲାର ପ୍ରଥମ ମୁଖ ନିଃସୃତ ବାଣୀ ହେଉଛି ମା’ କିନ୍ତୁ ପରେ ପରେ ବାପା ବୋଲି ଉଚ୍ଚାରଣ କରିଥାଏ । ପିଲାଟି ଜନ୍ମ ହେବା…

ଅଧିକ ପଢ଼ନ୍ତୁ