ମମତା ବାରିକ

ମମତା ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Nariku Sammana (ନାରୀକୁ ସମ୍ମାନ) by Mamata Barik for Menstruation Day

ନାରୀକୁ ସମ୍ମାନ

ନାରୀକୁ ଦେବୀ ଆଖ୍ୟା ଦେବା ପୂର୍ବରୁ ତା’ ମାସିକ କଷ୍ଟ ବିଷୟରେ ଅବଗତ ହୁଅନ୍ତୁ । ନାରୀକୁ ଭଲପାଇବା ପୂର୍ବରୁ ତା’ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ନାରୀ ପ୍ରତି କୁଦୃଷ୍ଟି ପକାଇବା ଆଗରୁ ତା’ ସହନଶୀଳତା ପରଖି ନିଅନ୍ତୁ । ନାରୀକୁ ଋତୁସ୍ରାବ ସମୟରେ କିଛି ଉପଦେଶ ଦେବା ପୂର୍ବରୁ ତା’ ଯନ୍ତ୍ରଣାକୁ ଥରୁଟେ ତା’ ସ୍ଥାନରେ ଥାଇ ଅନୁଭବ କରନ୍ତୁ । ନାରୀର ଗଢ଼ଣକୁ ନେଇ ଉପହାସ, ଲାଞ୍ଛନା, ସମାଲୋଚନା କରିବା ପୂର୍ବରୁ ତା’ ହୃଦୟର କୋହ, ଆଉ…

ଅଧିକ ପଢ଼ନ୍ତୁ
Odia Bhajan Snanabedire Mahaprabhu (ସ୍ନାନ ବେଦୀରେ ମହାପ୍ରଭୁ) by Mamata Barik

ସ୍ନାନ ବେଦୀରେ ମହାପ୍ରଭୁ

ଆହେ ମୋ’ ଭାବବିନୋଦିଆ ପ୍ରଭୁ ଜଗମୋହନ ନିସ୍ତରିଲି ପ୍ରଭୁ ତୁମର ଦେଖି ବେନି ନୟନ ॥ ସ୍ନାନ କଲ ତୁମେ ଯମୁନା, ଗଙ୍ଗା ପବିତ୍ର ଜଳେ ଶହେ ଆଠ ସ୍ୱର୍ଣ୍ଣ କଳସ ବିଶ୍ୱ ଦେଖେ ଆଦରେ ॥ ଶରୀରେ ଧାରଣ କଲ ହେ, ବସନ ପୀତାମ୍ବର ! ସ୍ନାନବେଦୀ ଠାରେ ଭକତ ଦେଖି ହୁଏ ବ୍ୟାକୁଳ ॥ ଝରୁଛି ଭକ୍ତଙ୍କ ଚକ୍ଷୁରୁ ଖୁସିର ଅଶ୍ରୁଜଳ, ଭକତଙ୍କ ସିଂହ ଦୁଆରେ ପଡ଼େ ଜଗା ଚହଳ ॥ ବଡ଼ ଦିଅଁ କହି…

ଅଧିକ ପଢ଼ନ୍ତୁ