ମଧୁମିତା ମିଶ୍ର

ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Laxmi Ubacha (ଲକ୍ଷ୍ମୀ ଉବାଚ) by Madhumita Mishra

ଲକ୍ଷ୍ମୀ ଉବାଚ

ମା’ ମାଲୋ ଲକ୍ଷ୍ମୀ ମା’ ତୋତେ କୋଟି କୋଟି ପ୍ରଣାମ । ମା’ ମୁଁ ଲକ୍ଷ୍ମୀ । ମାନେ ମୋ’ ନାଁ ଲକ୍ଷ୍ମୀ । ତୁ ତ ନିଶ୍ଚୟ ଜାଣିଥିବୁ । ତୁ ସବୁ ଜାଣିଛୁ । ତୋଠୁ କେଉଁ କଥା ଅଛପା ଅଛି କହିଲୁ?ହେଲେ ମୋର ମଧ୍ୟ ପୁରୁଣା ଅଭ୍ୟାସ ଅଛି ନା । ତେଣୁ ନିଜ ପରିଚୟଟା ଟିକେ ଦେଇଦେଲି । ପରିଚୟ ମାନେ । ମୁଁ ବାପଘରେ ଅନ୍ୟ ଗୋତ୍ରରେ ପରିଚିତ ଥିଲି…

ଅଧିକ ପଢ଼ନ୍ତୁ
Odia Poem Premara Mane (ପ୍ରେମର ମାନେ) by Madhumita Mishra

ପ୍ରେମର ମାନେ

ପଚାରିଦେଲା ସେ ଫିସ୍ ଫିସ୍ କରି, “ପ୍ରେମର ମାନେଟି କ’ଣ??” କହିଦେଲି ମୁଁ ଯେ ଫୁସ୍ ଫୁସ୍ କରି, “ଆପେ ଆପେ ତୁମେ ଜାଣ…” ତା’ ପରେ ଚାଲିଲା ତମତମ ହୋଇ, ଡାକିଲି ପକେଇ ରାଣ । ପଛକୁ ବୁଲି ମୁହଁକୁ ମୋଡ଼ିଲା; କହିଲି, “ତୁମେ ତ ମୋର ଜୀବନ… ତୁମେ ମୋର ମନ ତୁମେ ତ ମୋ ପ୍ରାଣ ତୁମେ ମୋର ଗଣ୍ଠିଧନ ତୁମକୁ କହୁଛି ବୁଝେଇ ଶୁଣ ଗୋ ତୁମେ ମୋର ପ୍ରୀତି ପ୍ରେମ…

ଅଧିକ ପଢ଼ନ୍ତୁ
Odia Sonnet - Arta Partha (ସନେଟ… ଆର୍ତ୍ତ ପାର୍ଥ) by Madhumita Mishra

ସନେଟ… ଆର୍ତ୍ତ ପାର୍ଥ

ଅନ୍ଧାର ବଳୟୁ ଆଲୋକ ଆଡ଼କୁ ହାତ ଧରି ନେଇଯାଅ ହେ ଗୁରୁ ଜୀବନ ବଞ୍ଚିବା ଶିକ୍ଷାକୁ ଟିକିଏ ଶିଖେଇ ଦିଅ ବିଦ୍ୟା ଅଧ୍ୟୟନ ପର୍ଯ୍ୟାପ୍ତ ଲାଗେନା ଜୀବନ ମରଣ ଯୁଦ୍ଧେ ଧନ ଧର୍ମ କର୍ମ ଛନ୍ତି ଘେରି ପ୍ରାଣ ଆତ୍ମା ସେ ତୀରରେ ବିଦ୍ଧେ ମାତା ପିତା ମୋର ଦୁନିଆ ଦେଖେଇ ଶିଖେଇଲେ ନାନା କଥା ତଥାପି କେଜାଣି କେତେ କେତେ ପ୍ରଶ୍ନେ ଘୂରାଉଛି ଆଜି ମଥା ଯେତେ ଜାଣିଲେ ବି ଅଜଣା ଲାଗଇ ବଞ୍ଚିବାର ଏହି…

ଅଧିକ ପଢ଼ନ୍ତୁ
Odia Sonet Ravana Dahan (ସନେଟ ରାବଣ ଦହନ) by Madhumita Mishra

ସନେଟ ରାବଣ ଦହନ

ରାଗ କ୍ରୋଧ ମୋହ ଫାସର ପସରା… ରହିଛି ଜୀବନ ସାରା…! ରାସ୍ତା ଅଙ୍କାବଙ୍କା ଧରି ଆଗେଇଛି… ରାତିଦିନ ଧରି ଧରା…!! ବଡ଼ସାନ କିଛି ନ ମାନଇ ଆଜି… ବର୍ଷା କିମ୍ବା ଖରା ଶୀତେ…! ବଦଗୁଣ ଯେତେକ ଆବୋରି ବସିଛି… ବରବାଦ କରି ସବୁ ସତେ…!! ଗଣନା ନଜାଣି ଗୁଣନ ନଜାଣି… ଜଣ ଜଣ କରି ଗଣି…! ମରଣ ମୁଖକୁ ବରଣ କରୁଛି… ସଂକ୍ରମଣ ପରି ପୁଣି…!! ରାଜୀବଲୋଚନ ଆଗେଇ ଆସ ହେ ରାବଣ କର ଦହନ…! ରାବଣ…

ଅଧିକ ପଢ଼ନ୍ତୁ
Odia Poem Tu Asuchhu (ତୁ ଆସୁଛୁ) by Madhumita Mishra For Nabaratri (ନବରାତ୍ରୀ)

ତୁ ଆସୁଛୁ

ତୁ ଆସୁଛୁ… ଏଇ କାଶତଣ୍ଡୀ ଖୁସିରେ କହିଲା ମୋତେ…! ତୁ ଆସୁଛୁ… ତେଣୁ ତ ସେ ଆଜି ହସି ପାରୁଛି ଏତେ…! ତୁ ଆସୁଛୁ… ଆଗରୁ ସେଥିପାଇଁ ସେ ତୋତେ ଜଗିଛି ମର୍ତ୍ତ୍ୟେ…!! ତୁ ଆସୁଛୁ… ତେଣୁ ମଳୟ ବଦଳାଇଛି ନିଜ ଗତି…! ତୁ ଆସୁଛୁ… ତେଣୁ ଖୁସିରେ ବହୁଛି ସେ ଫୁଲେଇ ଛାତି…! ତୁ ଆସୁଛୁ… କହିଲା ପବନ ତେଣୁ ସେ ବାଣ୍ଟୁଛି ପିରତୀ…!! ତୁ ଆସୁଛୁ… ଘଣ୍ଟା ଘଣ୍ଟ ଶଙ୍ଖ ମହୁରୀ କୋଳାହଳ କହିଲେ…!…

ଅଧିକ ପଢ଼ନ୍ତୁ