ଏ ଜୀବନ
ଏହି ଜୀବନର ଦୁଇଟି ଫର୍ଦ୍ଦ । ଏକ ଯୌବନ ଏକ ବାର୍ଦ୍ଧକ୍ୟ ॥୧॥ ଯୌବନ ଅଟେ ରବର ପତ୍ରର କ୍ଷୁଦ୍ର ସ୍ୱରୂପ । ପାଚିଲା ଆମ୍ବ ଅଟେ ବାର୍ଦ୍ଧକ୍ୟର ଛୋଟିଆ ରୂପ ॥୨॥ ରେଳ ଗାଡ଼ି ପରି ଅଟେ ଜୀବନ । ଆନନ୍ଦ ଦେଇ ଅନ୍ୟକୁ ପାଇବଟି ଧନ ॥୩॥ ଜୀବନ ଅଟେ ପାଣି ଫୋଟକା । ଆଖି ଖୋଲିଦେଲେ ଭାଙ୍ଗେ ଆଟିକା ॥୪॥ ଭଲ କାମ କଲେ ପାଇବ ସମ୍ମାନ । ରଖିବ ଦେଶ ଜାତିର ମାନ ॥ ୫॥ – ଲୋପାମୁଦ୍ରା ତ୍ରିପାଠୀ ଲୋପାମୁଦ୍ରା ତ୍ରିପାଠୀଲୋପାମୁଦ୍ରା ତ୍ରିପାଠୀ ଓଡ଼ିଆ…

