ଲିପ୍ସା ଦାସ

ଲିପ୍ସା ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇବା ସହିତ ପାଠକୀୟ ପ୍ରସଂଶା ସାଉଁଟିଛି ।

Sweet Ra Superhero

ସ୍ୱିଟିର ସୁପରହିରୋ

“ବାପା- ଗୋଟିଏ ପୁଅର ପ୍ରଥମ ସୁପରହିରୋ ଆଉ ଝିଅର ପ୍ରଥମ ପ୍ରେମିକ ।” ଯେତେବେଳେ ଏଇ କଥାଟି ମୁଁ ମୋ ବାପାଙ୍କୁ କୁହେ ସେ କୁହନ୍ତି ଝିଅର କ’ଣ ପାଇଁ ପ୍ରେମିକ ହେବେ, ଝିଅର ବି ହିରୋ । ଆଜିର ସମାଜରେ ଝିଅ ପୁଅଙ୍କଠାରୁ କୌଣସି ଗୁଣରେ କମ ନୁହଁନ୍ତି ତେବେ ବାପାଙ୍କ ପରିଚୟ ପୁଅ ଆଉ ଝିଅ ପାଇଁ ଅଲଗା କ’ଣ ପାଇଁ ହେବ । ବାପା ଝିଅର ବି ହିରୋ । ଝିଅକୁ ସ୍ୱାବଲମ୍ୱୀ ହେବାର ଶିକ୍ଷା ଦେଉଥିବା ହିରୋ,…

ଅଧିକ ପଢ଼ନ୍ତୁ
Pherigala Mahamari

ଫେରିଗଲା ମହାମାରୀ

ଫେରିଗଲା ମହାମାରୀ ମୃତ୍ୟୁର ତାଣ୍ଡବ କରି ଫେରିଲେ ନାହିଁ ଆମ ଡାକ୍ତର ବନ୍ଧୁ ଆଉ ପୋଲିସ ଭାଇ ଶିକ୍ଷକ କେତେ ଆଉ ଆସିଲେ ନାହିଁ ପରିବାର ଏବେ ବି ରହିଛି ଚାହିଁ ରୋଗକୁ ମଣିଷ ଜିତିଲା ମାନବିକତା ହଜିଗଲା ନା ଦୟା ରହିଲା ଅସଲ ରୂପ ସବୁ ଦିଶିଲା ଦୁର୍ବଳତାର ଲାଭ ଉଠିଲା ଠକାମୀ ବ୍ୟବସାୟ ଚାଲିଲା ଆଉ ଏମିତି ନ ହେଉ ମଣିଷପଣିଆ ରହିଥାଉ – ଲିପ୍ସା ଦାସ ଲିପ୍ସା ଦାସଲିପ୍ସା ଦାସ ଓଡ଼ିଆ ଭାଷାରେ…

ଅଧିକ ପଢ଼ନ୍ତୁ