ଶିମିଳିପାଳ
ଜଙ୍ଗଲର ରାଣୀ ବୋଲାଏ ବନ ଶିମିଳିପାଳ ଜାତୀୟ ଉଦ୍ୟାନ ନାମଟି ଅଛି କାଳକୁ କାଳ । ଅଭୟାରଣ୍ୟକୁ ଦେଖିବା ପାଇଁ ଦୁଇଟି ବାଟ “ଯଶୀପୁର”, “ପିଠାବଟା”ରେ ତୁମେ ଟିକଟ କାଟ । ସବୁଠାରୁ ବଡ଼ ପ୍ରପାତ ନାଁ ବରେହିପାଣି “ଦେବକୁଣ୍ଡ ସାଥେ “ଯୋରନ୍ଦା” ସତେ ଦେଖାଏ ଠାଣି । “ଚହଲା”, ‘ଲୁଲୁଙ୍ଗ” ଝରଇ ବଣ ପାହାଡ଼ ଛୁଇଁ ଦର୍ଶକ ହୁଅନ୍ତି ବିଭୋର ଦେଖି ପାହାଡ଼ି ଭୂଇଁ । ହରିଣ, ଠେକୁଆ, ବାରହା, ବଣ କୁକୁଡ଼ା ଦଳ ବାଘ,…