କୃଷ୍ଣା ପ୍ରଧାନ

ସତରେ କ'ଣ ସେ ଅଲୋଡ଼ା

ସତରେ କ’ଣ ସେ ଅଲୋଡ଼ା?

ସେ କନ୍ୟା, ଭଗିନୀ, ଜାୟା ଓ ଜନନୀ କେଉଁ ଅଜଣା ହସ୍ପାତାଳରେ ହୁଏ ଅଜଣା ଭୃଣ ହତ୍ୟା ଅଥବା ମିଳେ ପଲିଥିନ୍‌ ଜରିରେ ବନ୍ଧା ଅଳିଆଗଦା ବା ରେଳ ଧାରଣା ନିକଟରୁ ପୁଣି ବିଦ୍ୟାଳୟେ ଅବା ଶୁନ୍‌ଶାନ୍ ଜାଗାରେ ପଡ଼େ ସେ କାମୁକ ଆଖିରେ ତ‌ଥାପି ସରେନା ତା’ର କାହାଣୀ ସେଇଠି ଯୌତୁକ ନିଆଁରେ ସେ ପୋଡ଼ି ହୋଇଯାଏ ଅଥବା ହୁଏ ସେ ପତି ପରିତ୍ୟକ୍ତା । ପରିଣତ ବୟସରେ ବି ସରେନା ଦୁଃଖ କାହାଣୀ ଯେଉଁଠି…

ଅଧିକ ପଢ଼ନ୍ତୁ