କୃଷ୍ଣଚନ୍ଦ୍ର ଡାକୁଆ

କୃଷ୍ଣ ଚନ୍ଦ୍ର ଡାକୁଆ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Manepade Se Atita

ମନେପଡ଼େ ସେ ଅତୀତ

ହଁ ତୁମେ ତ ହଜି ଯାଇଛ ତୁମ ସ୍ୱପ୍ନ ରାଇଜ ମଧ୍ୟରେ ହେଲେ ମୁଁ କେମିତି ଖୋଜି ପାଇବି? ଅସମ୍ଭବ ସେ ସବୁ ସେ ଅତୀତକୁ କଳ୍ପନା କରିବା ହିଁ ତ ବାସ୍ତବରେ ଗୋଟଏ ବଡ଼ ଭୁଲ ! ଗାଆଁର ଗଳି କନ୍ଦିଠାରୁ ଆରମ୍ଭ କରି କାହିଁ କେତେଯେ ଖୋଯିଛି ସେ ହଜିଲା ଅତୀତକୁ ତା’ର ସୀମା ନାହିଁ କିନ୍ତୁ ଖୋଜି ପାଇବା ବେଶ୍ କାଠିକର ପାଠ ହୋଇପଡ଼ିଛି ! କେହି ବା କ’ଣ କରିବ ସମୟ…

ଅଧିକ ପଢ଼ନ୍ତୁ
ବିଶ୍ୱାସ, ଈଶ୍ୱର ଓ ମଣିଷ

ବିଶ୍ୱାସ, ଈଶ୍ୱର ଓ ମଣିଷ

ବିଶ୍ୱାସ ଆଜି ନିରୁଦ୍ଧିଷ୍ଟ ଈଶ୍ୱର ଆଜି ଅସହାୟ ଈଶ୍ୱର ଏବଂ ମଣିଷ ମଧ୍ୟରେ ତିଆରି ହୋଇଥିବା ସମ୍ପର୍କ ହିଁ ତ “ବିଶ୍ୱାସ” ହେଲେ ଆଜି ନିରୁଦ୍ଧିଷ୍ଟ ମଣିଷ ମଣିଷ ମଧ୍ୟରେ ବିଶ୍ୱାସ ଆଜି ଅଚିହ୍ନା ଇଏ ପରିବେଶର କେଉଁ ପରିବର୍ତ୍ତନ ଅନୁଧ୍ୟାନ କରିବା ସତରେ ମୁସ୍କିଲ୍ ବିଶ୍ୱାସ କାହା ସହିତ ସମ୍ପର୍କ ଗଢ଼ି ଦିଏ’ତ ବେଳେ ବେଳେ କାହା ସହିତ ସମ୍ପର୍କ ବିଛିନ୍ନ କରି ନିଜେ ନିଜର ଜୀବନ ନେଇଯାଏ ପ୍ରତ୍ୟେକ ଜୀବନ ମଧ୍ୟରେ ବିଶ୍ୱାସ ଜନ୍ମାଇବା…

ଅଧିକ ପଢ଼ନ୍ତୁ