ଇତିଶ୍ରୀୟା ସାହୁ

ଇତିଶ୍ରୀୟା ଜଣେ ଓଡ଼ିଆ ବ୍ଲଗ୍‌ର, ଯିଏକି ରୋଷେଇ କରିବାକୁ ଭଲ ପାଆନ୍ତି । ଘରେ ରୋଷେଇ କରି ବାପାମାଆଙ୍କୁ ଖୁଆଉ ଖୁଆଉ କେତେବେଳେ ରୋଷେଇକୁ ଏତେ ଭଲ ପାଇଗଲେ ତାଙ୍କୁ ଜଣାପଡ଼ିଲାନି ବୋଲି ସେ କୁହନ୍ତି । ଇଷ୍ଟାଗ୍ରାମ୍‌ରେ ପ୍ରତ୍ୟେକ ଦିନ ରୋଷେଇ କରି ଫଟୋ ପୋଷ୍ଟ କରି ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଲୋକମାନଙ୍କୁ ଜଣାଇବା ତାଙ୍କର ମୁଖ୍ୟ ଏବେ ହେଇଯାଇଛି ।

Kancha-Amba-Khata

କଞ୍ଚାଆମ୍ବ ଖଟା

ଆମ୍ବ ପ୍ରାୟ ସଭିଙ୍କର ପ୍ରିୟ ହୋଇଥାଏ । ଏବେ ତ ଆମ୍ଭର ଋତୁ ଆରମ୍ଭ ହେଇଗଲାଣି ଆଉ ବଜାରରେ ମଧ୍ୟ ପାଚିଲା ଆମ୍ବର ଦୋକାନ ସହ ବିଭିନ୍ନ ପ୍ରକାରର ଆମ୍ବରସ ବିକ୍ରି ଆରମ୍ଭ ହୋଇଗଲାଣି । ଆମ୍ବ କଷିହେବାଠାରୁ ଲୋକେ ଏହାକୁ ଭିନ୍ନ ଭିନ୍ନ ପ୍ରକାରେ ଖାଇବା ଆରମ୍ଭ କରିଦେଇଥାନ୍ତି । କେହି କେହି କଷି ଆମ୍ବର ରସକୁ ପଖାଳରେ ମିଶେଇ ଖାଆନ୍ତି ତ କେହି ଆମ୍ବକୁ ଭଜା ବଡ଼ି ସହିତ ଛେଚି ଖାଇଥାନ୍ତି । ଆମ୍ବ…

ଅଧିକ ପଢ଼ନ୍ତୁ
kadali-manja-besara

କଦଳୀ-ମଞ୍ଜା ବେସର

ବେସର ହେଉଛି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ବେସର ମୁଖ୍ୟତଃ ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବଟାଯାଏ । ଆଉ କେବେକେବେ ଖାଲି ସୋରିଷ, ରସୁଣ, ଜିରାକୁ ମିଶାଇ ମଧ୍ୟ ପ୍ରସ୍ତୁତ କରାଯାଏ । ବେସର ବଟାରେ ପରିବା କିମ୍ବା ମାଛ ଆଦି ମିଶାଇ ବିଭିନ୍ନ ପ୍ରକାରର ତରକାରୀ ପ୍ରସ୍ତୁତ କରାଯାଏ । ଆଜି ସେମିତି ଏକ ବେସର ଦିଆ ସୁଆଦିଅ ତରକାରୀ ପ୍ରସ୍ତୁତ କରିବା ଚାଲନ୍ତୁ । ଆମେ ଗଛର ପତ୍ରଠାରୁ…

ଅଧିକ ପଢ଼ନ୍ତୁ