ଡ. ରଶ୍ମିରଞ୍ଜନ ସାହୁ

ଡ. ରଶ୍ମିରଞ୍ଜନ ସାହୁ ଜଣେ ରସାୟନ ବିଜ୍ଞାନର ଗବେଷକ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Asha

ଆଶା

ମଣ୍ଟୁ ଆଜି ବହୁ ଦିନ ପରେ ଗାଁକୁ ଆସିଛି । ନଈ କୂଳ ମନ୍ଦିର ପାଖରେ ବସିଥିଲା ବେଳେ ହଟାତ ତା’ ନଜର ପଡ଼ିଲା ମନ୍ଦିର କାନ୍ଥ ଉପରେ ଅଙ୍କା ହେଇଥିବା ଗୋଟେ ଝାପ୍ସା ଚିତ୍ର ଉପରେ । ମଣ୍ଟୁ ଆଉ ମିଲି ଦୁହେଁ ମିଶି ସେହି ଚିତ୍ରଟି ଆଙ୍କିଥିଲେ ବହୁ ବର୍ଷ ତଳେ । ମିଲି ଗାଁ ଛାଡ଼ି ଗଲା ପରେ ଆଉ ମଣ୍ଟୁ ସହ କେବେ ତା’ର ଦେଖା ହେଇନି କି କେବେ ଦେଖା…

ଅଧିକ ପଢ଼ନ୍ତୁ
Apekshara Bata

ଅପେକ୍ଷାର ବାଟ

ବହୁ ଦିନ ପରେ ବହୁ କଷ୍ଟରେ ଘରୁ ପାଦ କାଢ଼ି ବଜାରକୁ ଆସିଥିଲା କିଛି କିଣାକିଣି କରିବ ବୋଲି । ଏତେ ଭିଡ଼ରେ ବି ନାଆଁଟା ଶୁଣି ଚମକି ପଡ଼ିଲା ମୀରା । ଏତେ ଭିଡ଼ରେ ବି ଆଖି ତା’ର ଖୋଜି ବୁଲୁଥାଏ ଆଉ ଖୋଜି ଚାଲିଥାଏ କାହାକୁ ଯେମିତି । ହେଲେ ସେ ନାଆଁଟା ପୁଣି ତାକୁ ସେହି ଅନ୍ଧାରକୁ ନେଇ ଚାଲିଗଲା । ଛଳ ଛଳ ଆଖି, ମଉଳି ଯାଇଥିବା ମୁହଁ, ପାଦରେ ଯେମିତି…

ଅଧିକ ପଢ଼ନ୍ତୁ
abujha-mana

ଅବୁଝା ମନ

ଅବୁଝା ମନ ସହରର ସୀମାନ୍ତରେ ଥିବା ଇନ୍ଫୋସିଟିର ଅଫିସ୍‌ରେ ବସି ବାରମ୍ବାର ଘଣ୍ଟାକୁ ଅନାଇ ଚାଲିଥାଏ ରାକେଶ, ଘଣ୍ଟାର କଣ୍ଟା ଯେତେ ଆଗେଇ ଯାଉଥାଏ ତା’ ମୁହଁରେ ଚିନ୍ତାଟା ସେତେ ସ୍ପଷ୍ଟ ବାରି ହେଇ ଯାଉଥାଏ । କାନ୍ଥ ଘଡ଼ିଟା ପାଞ୍ଚଟା ବାଜିବାର ସୂଚନା ଦେଲା । ପାଖରେ ବସିଥିବା ସହକର୍ମୀ ଅମର ପଚାରିଲା, “କିରେ ରାକେଶ କ’ଣ ହେଲା, ତୁ ଏତେ ବ୍ୟସ୍ତ କାହିଁକି ହେଉଛୁ?” ରାକେଶ କ‌ହିଲା, “ଦେଖୁନୁ ପାଞ୍ଚଟା ବାଜିଲାଣି, ଏ ପର୍ଯ୍ୟନ୍ତ…

ଅଧିକ ପଢ଼ନ୍ତୁ