ଡ. ପୂଜା ଦାଶ

ଡ. ପୂଜା ଦାଶ ପେଶାରେ ଜଣେ ଅଧ୍ୟାପିକା । ସେ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ବିଭିନ୍ନ ଗଳ୍ପ, କବିତା ଓ ଛୋଟ ଛୋଟ କୋଟ୍ ଆଦି ରଚନା କରିଥାନ୍ତି । ଏତଦ୍ ବ୍ୟତୀତ ସେ ନିଜର ତାଙ୍କ ରଚିତ ଲେଖାଗୁଡ଼ିକର ରେକର୍ଡ଼ିଂ କରି ତାକୁ ୟୁ-ଟ୍ୟୁବ୍ ଭଳି ସୋସିଆଲ୍ ମିଡିଆରେ ସେୟାର୍ କରିଥାନ୍ତି ।

chapal-chori

ଚପଲ ଚୋରି

ମାନୁ ସକାଳୁ ସକାଳୁ ଅଗଣାରେ ହାଜର । ନୂଆ ନୀଳାମ୍ବରୀ ପାଟ ଶାଢ଼ୀ, ପାଦରେ ଅଳତା, ନଖପାଲିଶି, ଆଖିରେ କଜଳ, ମୁଣ୍ଡରେ ସିନ୍ଦୂର ନାଇ ଖୁବ୍ ସୁନ୍ଦର ଦିଶୁଛି । ତା’ ସାଙ୍ଗକୁ ଶାଶୁ ଦେଇଥିବା ନେଳି କାଚ ମୁଠାକ ଯେମିତି ପରିପୂର୍ଣ କରୁଥାଏ ତା’ର ରୂପ-ଲାବଣ୍ୟକୁ । ସାମନ୍ତରାଏ ଘରର ବଡ଼ ବୋହୁ ସେ ! ତା’ ତଳକୁ ଦୁଇ ଦିଅର ଆଉ ଜଣେ ବଡ଼ ନଣନ୍ଦ । କଟକ ତଳ ତେଲେଙ୍ଗା ବଜାର ମହାନ୍ତି…

ଅଧିକ ପଢ଼ନ୍ତୁ
selfie

ସେଲଫି

ହଠାତ୍ କି ନିଦ ଭାଙ୍ଗିଗଲା ଅନନ୍ଦିତାର । ମୋବାଇଲଟାକୁ ଅନ୍ଧାରରେ ଅନ୍ କରିକି ଦେଖେ ତ’ ଭୋର ୪ଟା ୩୦ ମିନିଟ ହେଇଛି । ଲାଇଟ ଲଗେଇ ଚେୟାରରେ ବସିଲା ଯାଇ ତା’ ନିୟମିତ ଢଙ୍ଗରେ । ଶୁଷ୍କ ଓଠ ସାଙ୍ଗକୁ ଆଖି ଦୁଇଟି ଫୁଲି ଯାଇଥାଏ, ମୁଣ୍ଡର ବାଳ ପୁରା ଅସ୍ତବ୍ୟସ୍ତ । ଘରଟା ପୁରା ଶୂନଶାନ, ତାକୁ ଛାଡ଼ି ଏଇ ଘରେ ଏବେ କେହି ବି ରୁହନ୍ତିନି । ଖଟଟା ଉପରକୁ ଟିକେ ନଜର…

ଅଧିକ ପଢ଼ନ୍ତୁ
ghoda-dimba-odia-story

ଘୋଡ଼ା ଡିମ୍ବ

ପ୍ରାୟ ୨୮ କି ୨୯ ବର୍ଷ ତଳର କଥା । ମହାପାତ୍ର ବାବୁ, ତାଙ୍କ ଧର୍ମ ପତ୍ନୀ ଟୁନା ମାଉସୀ ଆଉ ତିନି ଜଣ ଛୁଆଙ୍କ ସ‌ହ ରହୁଥିଲେ ଏଇ ଆମ କଟକର ଡଗରପଡ଼ାର ବଣିଆ ସାହିରେ, ଆମ ଘରର ପଡିଶା ଘର ସେ । ଛୁଆ ତିନିଟା ଦୁଇ ଦୁଇ ବର୍ଷ ସାନ ବଡ଼ । ମହାପାତ୍ର ବାବୁଙ୍କୁ ଏଇ ୩୬ ବର୍ଷ ଆଉ ଟୁନାଦେବୀଙ୍କୁ ୨୭ କି ୨୮ ହେବ ଅତି ବେଶୀରେ, ସେ…

ଅଧିକ ପଢ଼ନ୍ତୁ
kamala-sadhi

କମଳା ଶାଢ଼ୀ

କାଲି ଶାଢ଼ୀଟେ ମିଲିଲା ମୋତେ ମୋ ବିବାହ ବାର୍ଷିକୀ ଉପଲକ୍ଷେ | ରାତି ବାରଟା ବେଳକୁ ଇଂରାଜୀ ଷ୍ଟାଇଲିରେ ମୋ ହାତକୁ ବଢ଼ାଇ ଦେଲେ ଏଇ ଶାଢ଼ୀ ଖଣ୍ଡିକ | ଚିକମିକ କାଗଜରେ ବନ୍ଧା ପ୍ୟାକେଟଟିକୁ ମୁଁ ଭାରି ଉଛନ୍ନ ହେଇ ଖୋଲି ପକେଇଲି | ତା ଭିତରେ ଥିଲା କମଳା ରଙ୍ଗରେ ସବୁଜ ଫୁଲ ପକା ହାଣ୍ଡଲୁମ ଶାଢ଼ୀ ଖଣ୍ଡିଏ | ଏଇ ରଙ୍ଗ ମୋତେ ଜମା ପସନ୍ଦ ନୁହେଁ, ସେଥିରେ ପୁଣି ଏ କି…

ଅଧିକ ପଢ଼ନ୍ତୁ