ଫୁଟ୍ପାଥର ରାଜା
ମୁଁ ଫୁଟ୍ପାଥର ରାଜା କେହି ନୁହନ୍ତି ମୋର ପ୍ରଜା ମୋତେ କରନ୍ତିନି କେହି ଖୋଜା ମୁଁ ଫୁଟ୍ପାଥର ରାଜା । ମୋଦି, ଟ୍ରମ୍ପ ଯିଏବି ହୁଅନ୍ତୁ ନେତା ଧୋନି, ବିରାଟ ଯିଏବି ହେଉ ବିଜେତା ପଡ଼ୋଶୀ ଦେଶର କୂଟ ମୋତେ କରେ ଛଟପଟ ହଜିଯାଏ ମନୁ ମଜା ମୁଁ ଫୁଟ୍ପାଥର ରାଜା । କଳେବଳେ କୌଶଳେ ଚୀନ ନେଇପାରେ ପୁଳେ ତିବ୍ବତ କହଇ ମୋ ଭାଗ ତ ଅଛି ଫାଳେ ମୋତେ କେହି କରନ୍ତିନି ଖୋଜା ମୁଁ…