ଦିନବନ୍ଧୁ ବେଜ

ଦିନବନ୍ଧୁ ବେଜ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

ରାଜଧର୍ମ

ରାଜଧର୍ମ

ଧର୍ମର ସଂଜ୍ଞା ଖୋଜୁଛି ମଣିଷ ଅର୍ଦ୍ଧଦଗ୍ଧ ପାଉଁଶ ଗଦାରୁ ପାଳଭୂତ ପରି ଦଣ୍ଡାୟମାନ ଧର୍ମ ଧାରଣା ଭରିଦେଇ ଥିବା ମୌଲବୀ, ପାଦ୍ରୀ ଓ ପୁରୋହିତ । ବାବନା ଭୂତମାନେ ମାତିଛନ୍ତି ଛଦ୍ମବେଶୀମାନଙ୍କ ସ୍ଵାର୍ଥ ପାଇଁ ଗୃହଭେଦୀମାନଙ୍କ ଆକୁଣ୍ଠ ସମର୍ଥନ ଏମାନେ ପଛରେ ଖମ୍ବପରି ଦଣ୍ଡାୟମାନ । ଧର୍ମ ନାମରେ ଚାଲିଛିଏଠି ଠିଆପାଲା ଦାସ କାଠିଆର ଦୁଇଖଣ୍ଡ କାଠି ଏମାନଙ୍କ ପାଇଁ ଯଥେଷ୍ଟ… ଏ କଥା ହେଲାପରେବି ସ୍ପଷ୍ଟ ବଢ଼ିଛି ଏମାନଙ୍କ ମୂର୍ଖାମୀ ରସାତଳଗାମୀ ହୋଇଛି ମାତୃଭୂମି, ସିମିତ…

ଅଧିକ ପଢ଼ନ୍ତୁ