ଧୀରେନ୍ଦ୍ର ବେହେରା

ଧୀରେନ୍ଦ୍ର ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Bapa Mo Preranara Utsa (ବାପା ମୋ ପ୍ରେରଣାର ଉତ୍ସ) by Dhirendra Behera

ବାପା ମୋ ପ୍ରେରଣାର ଉତ୍ସ

ଅନେକ ଥର ଭାବିବା ପରେ କ’ଣ ତୁମ ବିଷୟରେ ଲେଖିବି, କେଉଁଠୁ ଆରମ୍ଭ ଓ କେଉଁଠି ଶେଷ କରିବି କିଛି ସ୍ଥିର କରି ପାରିଲି ନାହିଁ । ଯାହାଙ୍କ ପ୍ରତ୍ୟେକ ସ୍ପର୍ଶରେ ପ୍ରାଣରେ ନବସଞ୍ଚାର ଘେନି ଆସେ, ସେ ମୋ ବାପା । ଯାହାଙ୍କ ମନରେ ପ୍ରତି ମୁହୂର୍ତ୍ତରେ ମୋ ଭବିଷ୍ୟତର ଚିନ୍ତା ଥାଏ, ସେ ମୋ ବାପା । ଯିଏ ସର୍ବଦା ନିଜ ଦୁଃଖ କଷ୍ଟକୁ ହୃଦୟ ଭିତରେ ଚାପି ରଖି ମୋର ସମସ୍ତ ଆବଶ୍ୟକତା ପୂରଣ କରନ୍ତି, ସେ…

ଅଧିକ ପଢ଼ନ୍ତୁ
Haerae Bichitra Sansara (ହାଏରେ ବିଚିତ୍ର ସଂସାର) by Dhirendra Behera

ହାଏରେ ବିଚିତ୍ର ସଂସାର

କର୍ମ ତେଣିକି ଯାହା ହେଉନା କାହିଁକି; ଏକ ଲୋଭୀ ମନୁଷ୍ୟ କୌଣସି ନା କୌଣସି ଏକ ଉପାୟ କରି ଅର୍ଥ ସଞ୍ଚୟ କରିବାକୁ ସତତ ଚେଷ୍ଟିତ ଥାଏ । କିନ୍ତୁ କପଟାଚରଣ ଦ୍ୱାରା ଅଳ୍ପ ଅଳ୍ପ କରି ଅନ୍ୟର ଧନକୁ ଲୁଟି, ନିଜ ବ୍ୟାଙ୍କରେ ହଜାରହଜାର ଟଙ୍କା ସଞ୍ଚୟ କରିବା ଦ୍ୱାରା ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହେଇଥାଏ । ତଥାପି ଲୋଭୀ ମନୁଷ୍ୟଟେ ଏ କଥାଟିକୁ ଜାଣି ମଧ୍ୟ ଏପରି ଦୁର୍ନୀତି କରିବାକୁ ପଛାଏ ନାହିଁ । ଆଜିକାଲି ଲକ୍ଷ ଲକ୍ଷ…

ଅଧିକ ପଢ଼ନ୍ତୁ
Aja Aai nka Bazar Bula

ଅଜା ଓ ଆଈର ବଜାର ବୁଲା

ଅଜା ଆଈ ଗଲେ ବଜାର ବୁଲି ସାଥିରେ ନେଲେ ନାତିକୁ, ରିକ୍ସା ଚଢ଼ିଲେ ଆନନ୍ଦରେ ଗଲେ କିଣିବେ ବଜାରଟାକୁ । ଆଈ ପିନ୍ଧିଥିଲା ପାଟ ଶାଢ଼ୀଟିଏ ପାଟିରେ ଲଗାଇ ନାଲି, କଳା ଚଷମାରେ ପାକୁଆ ପାଟିରୁ ପାନ ଛେପ ଯାଏ ଗଳି ।୦୧। ପାଦରେ ତାହାର ଅଳତାର ଗାର ମୁଣ୍ଡରେ ସିନ୍ଦୂର ଟୋପା, ଧଳା କଳା ଚୁଟି ବଗ ମଧ୍ୟେ କାକ ଦିଶୁଥିଲା ପୂରା ତୋଫା । ଅଜା ପିନ୍ଧି ଥିଲେ ଧୋତି ଓ ପଞ୍ଜାବୀ ଉପରେ କାବାର କୋଟ,…

ଅଧିକ ପଢ଼ନ୍ତୁ