ଦୀପକ କୁମାର ମଙ୍ଗଳ

ସୁଧାମୟ ଭାଷା ମୋର

ସୁଧାମୟ ଭାଷା ମୋର

କେଡ଼େ ସୁନ୍ଦର ସେ ଆନନ୍ଦ ଲାଗଇ ଏ’ ଓଡ଼ିଆ ଭାଷା ମୋର । ଧନ୍ୟ ମା’ ଧରିତ୍ରୀ ତୋହରି କୋଳରେ ଭାଷା ଓଡ଼ିଶା ମାଟିର । ପାଶ୍ଚାତ୍ୟ ଭାଷାକୁ ଯେତେ ଆଦରିଲେ ସେ କିସ ମଧୁର ହୋଇ । ଦୁଃଖିନୀ ଜନନୀ ବିଳାପ କରୁଛି ତା’ ଭାଷା ଆଦର କାହିଁ ? ଓଡ଼ିଆ ଭାଷାକୁ ଲେଖି ପଢ଼ି କ‌ହି କେ କେତେ ନାଆଁ ରଖିଛି । ଆଜି କିଆଁ ଏଠି ଏହି ଭାଷା ପାଇଁ ହତାଦର ରହିଅଛି…

ଅଧିକ ପଢ଼ନ୍ତୁ