ଦେବେନ୍ଦ୍ର ସେଠୀ

ଦେବେନ୍ଦ୍ର ସେଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।

Odia Poem Konark Kahe Itihasa (କୋଣାର୍କ କହେ ଇତିହାସ) by Debendra Sethy

କୋଣାର୍କ କହେ ଇତିହାସ

ତାକୁ ଦେଖ ! ଆଉ ଦେଖିବାକୁ ଚେଷ୍ଟାକର ତା’ର ସେଇ ଭଗ୍ନାବଶେଷକୁ ଯେଉଁଠି ଖାଲି ମୁଠାଏ ମୁଠାଏ ମରୀଚିକା ସଜାଏ ତା’ ମୁହାଣରେ ପାହାନ୍ତି କାକର ବୁନ୍ଦା ଉପରେ ସୁନୀଳରୁ ସ୍ୱର୍ଣ୍ଣାଭ ସକାଳ । ଖୋଜ ! ଆଉ ତତ୍ପର ହୁଅ, ଦେଖିବ ଝଲସି ଉଠିବ ଧରମା ଲୀନ ହୋଇଥିବା ସେଇ ରଥାକୃତି କୋଣାର୍କର ପ୍ରାଙ୍ଗଣର ଅସଜଡ଼ା ମରୁଭୂମିର ଭିଟା ରଣ ହୁଙ୍କାର ॥ ଆହାଃ… କେଡ଼େ ମନୋହର ତା’ର ଚିତ୍ରପଟ୍ଟରେ ଭରି ରହିଥିବା ସେହି ନର,…

ଅଧିକ ପଢ଼ନ୍ତୁ
Patni

ପତ୍ନୀ

ବାମ ପାଦ କଳସ ଢିଅରେ ଅଣାୟତ ହୁଏ ବିରି ପେଡ଼ା ବାପଘର ଶିଳରେ ଫୋଡ଼ାଣ ଫେଡ଼ୁ ଫେଡ଼ୁ ତୁଠ ହୋଇଯାଏ ଅଭିଆଡ଼ୀରୁ ଏକ ସୂକ୍ଷ୍ମ ମାନସାଙ୍କ । ଖରଡ଼ିଆ ଦୁଇ ହଳ ଝୁଣ୍ଟିଆରେ ବି ଆଲାରାମ୍ ବାର ବାର ଉଠ୍ ବସ୍ କରାଏ କାମତୁଣୀ ଅଣ୍ଟାରେ ବୋଉର କନକ ଆଞ୍ଜୁଳି । ଶେଷ ରାତି ଶେଯରେ ତ ସେ ହଜାଇ ଥାଏ ବାପା ମାଆଙ୍କ ଶୁଦ୍ଧି କ୍ରିୟା କୁଆଁର ପୁନେଇର ମଲା ଜହ୍ନରୁ ସାଉଁଟି ଥିବା ଜଳାଗ୍ନ…

ଅଧିକ ପଢ଼ନ୍ତୁ