ଦେବଦତ୍ତ ସ୍ୱାଇଁ

ଦେବଦତ୍ତ ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Mo Thakura Kalia - ମୋ ଠାକୁର କାଳିଆ

ମୋ ଠାକୁର କାଳିଆ

କାଳିଆ ଆସୁଛି ଲଗାଇ ଟାହିଆ ସାଥେ ମା’ ସୁଭଦ୍ରା ଓ ପ୍ରଭୁ ବଳିଆ । ଦରଶନ ଦେବେ ସାରା ଜଗତକୁ ନୟନ ଚାହେଁ ଭୁଲି ସବୁ ଦୁଃଖକୁ । ଲୀଳାମୟ ଠାକୁର ଚକା ଡୋଳିଆ ତା’ ପରି କାହିଁ ଆଉ ବଡ଼ ଛଳିଆ । ବର୍ଷକୁ ଥରେ ଆସେ ବଡ଼ ଦାଣ୍ଡକୁ ଦର୍ଶନ ଦେବ ସେ ସାରା ଜଗତକୁ । ଯାତ ମଧ୍ୟେ ଶ୍ରେଷ୍ଠ ଶ୍ରୀ ଗୁଣ୍ଡିଚା ଯାତ ଭକ୍ତ ଦେଖି ଖୁସି ତୋ’ ଯାତର ନେତ…

ଅଧିକ ପଢ଼ନ୍ତୁ
Nari nuhe tu narayani - ନାରୀ ନୁହେଁ ସେ ନାରାୟଣୀ

ନାରୀ ନୁହେଁ ସେ ନାରାୟଣୀ

ନାରୀ ନୁହେଁ ସେ ନାରାୟଣୀ ଉକ୍ତିଟିର ଅଛି ଆମ ସମାଜେ ଚଳଣି । ବାସ୍ତବିକେ ନାରୀ ଲାଞ୍ଛିତ, ଦୁଃଖିନୀ ଭୁଲିଗଲୁ ଆମେ ସେ ଜାୟା, ଭଗିନୀ, ଜନନୀ । ନରରାକ୍ଷସର କବଳେ କବଳିତା ଆଜି ନାନା ଦୁଃଖେ, କଷ୍ଟେ ପଡ଼ୁଛି ସେ ଭାଜି । କେତେ ଯେ ମହିୟସୀ ନିର୍ଭୟାରୁ ଦିଶା ଏମାନଙ୍କୁ ମାରି ମେଣ୍ଟାଅ କାମନା ପିପାସା । ସେ ଅବଳା ସଂଗ୍ରାମ କରୁଛି, ଲଢ଼େଇ ଲଢ଼ୁଛି ପରିଶେଷେ ନିର୍ଭୟା ଭଳି ଜୀବନ ହାରୁଛି ।…

ଅଧିକ ପଢ଼ନ୍ତୁ