ଦେବବ୍ରତ ଦାସ

ଦେବବ୍ରତ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Mata Pitankara Bhumika (ମାତା ପିତାଙ୍କର ଭୂମିକା) by Debabrat Das

ମାତା ପିତାଙ୍କର ଭୂମିକା

ଦୁଇଟି ପବିତ୍ର ଆତ୍ମାର ବନ୍ଧନକୁ ବିବାହ କୁହାଯାଏ । ବଂଶ ପରମ୍ପରାକୁ କ୍ରିୟାଶୀଳ ରହିବା ପାଇଁ ବିବାହ ହେଲେ ଏକ ଅତ୍ୟନ୍ତ ପବିତ୍ର ସଂସ୍କାର । ଏହା ଏକ ଏପରି ପରମ୍ପରା ଯାହା ଅସୀମ କାଳ ପର୍ଯ୍ୟନ୍ତ ସମାଜରେ ପ୍ରତିଷ୍ଠିତ ହୋଇଥାଏ । ଯେକୌଣସି ସମୟରେ ବା ଯୁଗରେ ସମାଜକୁ ସୁସ୍ଥ ରଖିବା ହେଲା ଲୋକମାନଙ୍କର କାର୍ଯ୍ୟ । ସମାଜରେ ସନ୍ନ୍ୟାସୀମାନେ ମଧ୍ୟ ସାଂସାରିକମାନଙ୍କ ଠାରୁ ଜନ୍ମ ନିଅନ୍ତି । ବୈବାହିକ ଜୀବନ ଆଧ୍ୟାତ୍ମିକ ଏବଂ ସାମାଜିକ…

ଅଧିକ ପଢ଼ନ୍ତୁ
Sidheswara nka Sarala Mahabharata (ସିଦ୍ଧେଶ୍ୱରଙ୍କ ସାରଳା ମହାଭାରତ) by Debabrat Das

ସିଦ୍ଧେଶ୍ୱରଙ୍କ ସାରଳା ମହାଭାରତ

ଜନଶ୍ରୁତି, ଲୋକକଥା, କିମ୍ୱଦନ୍ତୀ ବା ପ୍ରଥା ପରମ୍ପରା ମଧ୍ୟରେ ଏକ ସମୃଦ୍ଧ ଐତିହ୍ୟ ରହିଯାଇଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ଯଦିଓ ସମୟୋପଯୋଗୀ ପ୍ରମାଣ ଭିତ୍ତିରେ ବିତର୍କିତ ହୋଇ ନଥାଏ । ତଥାପି ଏହି ସବୁ ଉପାଦାନକୁ ଯୁକ୍ତି ସଙ୍ଗତ ସଂଯୋଗ କରାଯାଇପାରିଲେ କେତେକ ଅସମାହିତ ପ୍ରଶ୍ନ ତା’ର ଉତ୍ତର ରଖିପାରନ୍ତା । ଏକଦା ଚନ୍ଦ୍ରଭାଗା ଓ ବୃଦ୍ଧା ମାତଙ୍ଗୀ ନଦୀମାନଙ୍କ କୋଳରେ ଗଢ଼ିଉଠିଥିଲା ଜନପଦ ଝଙ୍କଡ଼ । ଝଙ୍କଡ଼େଶ୍ୱର, ଝଙ୍କଡ଼େଶ୍ୱରୀ (ଶ୍ରୀ ଚଣ୍ଡୀ ସାରଳା) ଓ…

ଅଧିକ ପଢ଼ନ୍ତୁ
Tulasi Kshetrara Mahatmya (ତୁଳସୀ କ୍ଷେତ୍ରର ମାହାତ୍ମ୍ୟ) by Debabrat Das

ତୁଳସୀ କ୍ଷେତ୍ରର ମାହାତ୍ମ୍ୟ

ବୃନ୍ଦାୟା କ୍ଷେତ୍ରମଧ୍ୟେ ଶତଦଳ କମଳେ ରତ୍ନ ସିଂହାସନସ୍ଥଂ ନାନାଳଙ୍କାର ଭୂଷଂ ଶଶଧର ସଦୃଶଂ ବାସୁଦେବାଗ୍ରଜାତମ୍ ଭଦ୍ରାୟାଃ ଦକ୍ଷଭାଗେ ଫଣିବର ଶୀରସଂ ଦେବ ଦେବେନ୍ଦ୍ର ପୂଜ୍ୟମ୍ ବନ୍ଦେ ରୁଦ୍ରାଦି ଚଣ୍ଡିଗଣ ସୁପରିବୃତଂ ରାମମାଣିକ୍ୟ ମୂର୍ତ୍ତିମ୍ । ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରର ଅନ୍ୟନାମ ଶ୍ରୀକ୍ଷେତ୍ର ଭଳି ଗୁପ୍ତକ୍ଷେତ୍ରର (କେନ୍ଦ୍ରାପଡ଼ା) ଅନ୍ୟନାମ ତୁଳସୀକ୍ଷେତ୍ର । ମା’ ମହାଲଷ୍ମୀଙ୍କୁ ନେଇ ଶ୍ରୀକ୍ଷେତ୍ରର ନାମକରଣ କରାଯାଇଥିବା ବେଳେ ଶ୍ରୀ ବଳଦେବଜୀଉଙ୍କ ପତ୍ନୀ ତୁଳସୀ ଦେବୀଙ୍କୁ ନେଇ କେନ୍ଦ୍ରାପଡ଼ାର ନାମକରଣ ତୁଳସୀକ୍ଷେତ୍ର ହୋଇଛି । ତୁଳସୀ…

ଅଧିକ ପଢ଼ନ୍ତୁ