ଚିତ୍ତରଂଜନ ବାଗ

ଚିତ୍ତରଂଜନ ବାଗ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Tume Gala Pare (ତୁମେ ଗଲା ପରେ) by Chitta Ranjan Bag

ତୁମେ ଗଲା ପରେ ପରେ

ତୁମେ ଆସିଥିଲ ପରୀଟିଏ ହୋଇ ଏଇ ମୋ ଦୁନିଆରେ, ତୁମ ହାତଧରି ବଦଳି ଗଲା ମୋ ଜୀବନ ଏକାବାରେ । ନିଜକୁ ହଜେଇ ତୁମକୁ ଖୋଜିଲି ତୁମେ ଥିଲ ସବୁ ମୋଡ଼େ, ଆଜି କାଇଁ ଦିଶୁନାହଁ ତୁମେ, ଖୋଜୁଛି ମୁଁ ଚାରିଆଡ଼େ । ତୁମେ କି ବୁଝିବ ତୁମେ କି ଜାଣିବ କାଇଁ ମୁଁ ନିତି ଝୁରେ, ଲୁହର ସାଗରେ ବୁଡ଼ି ମୁଁ ଯାଇଛି ତୁମେ ଗଲା ପରେ ପରେ । ଚାଲିଗଲ ତୁମେ ଏକା କରି…

ଅଧିକ ପଢ଼ନ୍ତୁ