ଚିନ୍ମୟୀ ସାହୁ

ଚିନ୍ମୟୀ ସାହୁ ଜଣେ ଓଡ଼ିଆ ଲେଖିକା ଯିଏକି ବିଭିନ୍ନ ସାମାଜଧର୍ମୀ ରଚନା ଆଦି କରିଥାନ୍ତି । ତାଙ୍କ ଆଲେଖ୍ୟଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Essay on Swarnamayee Mora Utkala Janani (ସ୍ୱର୍ଣ୍ଣମୟୀ ମାଆ ମୋର ଉତ୍କଳ ଜନନୀ) by Chinmayee Sahoo

ସ୍ୱର୍ଣ୍ଣମୟୀ ମାଆ ମୋର ଉତ୍କଳ ଜନନୀ

“ସ୍ୱର୍ଣ୍ଣମୟୀ ମାଆ ମୋର ଉତ୍କଳ ଜନନୀ” ସ୍ୱତନ୍ତ୍ର ପ୍ରଦେଶ ଉତ୍କଳର ଜୟଗାନ କଲାବେଳେ ମନକୁ ଆସିଥାଏ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏହି ସୁନ୍ଦର ପଂକ୍ତିଟି । ସତରେ ଏହି ସ୍ୱର୍ଣ୍ଣପ୍ରସୂ ଓଡ଼ିଶା ମାଟିରେ ଜନ୍ମ ନେଇଛନ୍ତି କାହିଁ କେତେ ଯୁଗଜନ୍ମା ପୁରୁଷ, ଯାହାଙ୍କର ନିଷ୍ଠା, ତ୍ୟାଗ, ପ୍ରୀତି, ଧର୍ମ, ଭକ୍ତି ବଳରେ ଆମେ ପାଇଛନ୍ତି ସ୍ୱତନ୍ତ୍ରତାର ପରିଚୟ । ଆଜି ଜଦି କେହି ତା’ର ପିଲାଦିନକୁ ଫେରିଯାଏ ତା’ କାନରେ ଗୁଞ୍ଜରି ଉଠିବ ସେହି ଦୁଇପଦ କଥା- “ପାଠ…

ଅଧିକ ପଢ଼ନ୍ତୁ
Adhunika Samajare Narira Sthiti (ଆଧୁନିକ ସମାଜରେ ନାରୀର ସ୍ଥିତି) by Chinmayee Sahoo

ଆଧୁନିକ ସମାଜରେ ନାରୀର ସ୍ଥିତି

କୁହାଯାଏ ନାରୀ ଓ ପୁରୁଷ ସମାଜରେ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ପରି । ଗୋଟିଏ ବ୍ୟତିରେକ ଅନ୍ୟଟିର କଳ୍ପନା କରିବା ଅସମ୍ଭବ । ଆଜିର ଏ ଶିକ୍ଷିତ ସମାଜରେ ନାରୀଟିଏ ଯେ କେତେ ଅବହେଳିତ, ନିର୍ଯାତିତ, ନିଷ୍ପତଷିତ, ସେ କଥା କାହାକୁ ମଧ୍ୟ ଅଛପା ନାହିଁ । ତେବେ ଏ ନାରୀମାନଙ୍କ ପାଇଁ ମହିଳା ଦିବସ ପାଳନ କରିବାର ପ୍ରହସନ କ’ଣ ପାଇଁ? ବାସ୍ତବରେ କ’ଣ ଏହି ଦିବସର ଯଥାର୍ଥତା ପ୍ରତିପାଦିତ ହେଉଛି? ଏଠାରେ ନାରୀ ପାଇଁ ସଶକ୍ତିକରଣ ଆରମ୍ଭ ହୋଇଥିବା…

ଅଧିକ ପଢ଼ନ୍ତୁ
Ame, Pruthibi au Paribesha

ଆମେ, ପୃଥିବୀ ଓ ପରିବେଶ

ପୃଥିବୀ ମୋହର କେଡ଼େ ସୁନ୍ଦର ଫୁଲ ଫଳ ଲତା ତା’ ଉପହାର ମାନବ ଜାତିଟି ଏଡ଼େ ନିଷ୍ଠୁର ତା’ ଉପହାରକୁ କଲା ସଂହାର । ସୁନା ରୂପା ହୀରା ଖୋଦିତ ଦେହେ ଦେଖି ପ୍ରଲୋଭିତ ମଣିଷ ମୋହେ ତାଡ଼ନା, ଯାତନା ଧରାଟି ସହେ ମାଟି ଖୋଳୁ ଖୋଳୁ ରାତିଟି ପାହେ । ନଦୀରୁ ସାଗର ବିସ୍ତୀର୍ଣ୍ଣ ସିଏ ତା’ ଜଳରେ କେତେ କ୍ରିୟା ଯେ ହୁଏ ସେ ଗଭୀରତାକୁ ମାପୁଛି ଯିଏ ପ୍ରଦୂଷିତ ତା’କୁ କରୁଛି ସିଏ । ବସନ୍ତ ମଳୟ…

ଅଧିକ ପଢ଼ନ୍ତୁ
ma

ମା’

ସୃଷ୍ଟିର ସେ ଯେ କମନୀୟ ରୂପ ହାସ୍ୟମୟୀ, ଲାସ୍ୟମୟୀ ଦେବୀର ସ୍ୱରୂପ । ଅଶାନ୍ତିର ହୃଦେ ଦିଏ ଶାନ୍ତିର ପ୍ରଲେପ, କୋଟି ଅନ୍ଧାକାରେ ତୁହି ଗୋଟିଏ ପ୍ରଦୀପ । ତୋ’ ଅନ୍ତରରୁ ଝରେ ପ୍ରୀତି-ପୀୟୁଷର ଧାରା, ଅବାରିତ ମନ ତତେ ଖୋଜେ ନିତି ପରା । ସନ୍ତାନର ଅଟୁ ତୁହି ଏତେ ଆପଣାର, ପ୍ରବାସରେ ମନ ଝୁରେ ତୋହରି ଆଦର । ଏ ଜଗତେ ଲୋଡ଼ା ଖାଲି ତୋ’ର ସ୍ନେହ ପ୍ରୀତି, ତା’ଠାରୁ ବଡ଼ ତ ନାହିଁ ଅମୂଲ୍ୟ ସମ୍ପତ୍ତି । ସ୍ନେହ ମମତାରେ…

ଅଧିକ ପଢ଼ନ୍ତୁ
Ramayanara-Nidarsana

ରାମାୟଣର ନିଦର୍ଶନ

ଯୁଗେ ଯୁଗେ ରାକ୍ଷସମାନଙ୍କ ସଂହାର ପାଇଁ ଭଗବାନ ଧରିଥାନ୍ତି ଅସ୍ତ୍ର । କେବେ ସେ ଦ୍ୱାପର ଯୁଗର ଶ୍ରୀକୃଷ୍ଣ ତ କେବେ ତ୍ରେତୟା ଯୁଗର ରାମଚନ୍ଦ୍ର ସାଜି । ଆଉ ଛାଡ଼ିଯାଆନ୍ତି କିଛି ସତ୍ୟ-ଆଦର୍ଶର ଗାଥା ଯାହା ଯୁଗ ଯୁଗକୁ ମନୁଷ୍ୟ ସମାଜର ମଙ୍ଗଳ ପାଇଁ ବାର୍ତ୍ତା ବହନ କରେ । ପ୍ରଚଣ୍ଡ ରୌଦ୍ରତାପରେ କରୋନାରୂପୀ ମହାମାରୀ ରାକ୍ଷସର କରାଳ ଛାୟା ତଳେ ଯେତେବେଳେ ମଣିଷ ଜର୍ଜରିତ, ସେତେବେଳେ ସେ ଆସ୍ଥା ପ୍ରକଟ କରିଛି ଧର୍ମମାର୍ଗ ଓ ଇଶ୍ୱରଙ୍କ ଉପରେ । ରାମାୟଣର…

ଅଧିକ ପଢ଼ନ୍ତୁ