ଚିନ୍ମୟ କୁମାର ସାହୁ

ଚିନ୍ମୟ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।

dadanara-dukha

ଦାଦନର ଦୁଃଖ

ଦେଶଛଡ଼ା ଲୋକ ରୋଗକୁ ଆଣିଲେ ଉଡ଼ାଯାହାଜରେ ବସି ସେ ଋଣ ଶୁଝନ୍ତି ଭୋକ ଉପାସରେ ଦେଶ ଗଢ଼ା ଲୋକ ମିଶି । Lockdownରେ କାହା ଘରେ ହୁଏ ଛ’ ତରକାରୀ ନ’ ଭଜା କାହା ଘରେ ପୁଣି ଅନ୍ନ ମୁଠେ ନାହିଁ ଅକାରଣେ କାଟେ ସଜା । ପ୍ରଶାସନ ସିନା ମାଗଣା ବାଣ୍ଟିଲା ଚାଉଳ, ଗହମ, ଡାଲି ସଂସାରଟି ଅବା ଚାଲି କି ପାରିବ ଖାଲି ଜଳୁଥିଲେ ଚୁଲି?? ସରକାର ଦିନେ ଗରବେ କହୁଥିଲେ, ଏତେ ପକ୍କା…

ଅଧିକ ପଢ଼ନ୍ତୁ
han-se-maa

ହଁ ସେ ମାଆ

(୧) ମୋ ସ୍କୁଲ ଯିବା ବେଳର କଥା । ସବୁଦିନ ପରି ମୋତେ ଖାଇବାକୁ ବାଢ଼ି ଦେଇ ଟେବୁଲ ଉପରେ ଟିଫିନଟି ରଖି ଦେଇ ମମି ତା’ର କାମରେ ଲାଗିଗଲା । କୌଣସି କାରଣ ବଶତଃ ସେଦିନ ଟିଫିନଟି ବ୍ୟାଗରେ ରଖି ନଥିଲା ସେ ଆଉ ବଡ଼ ପାଟିରେ ଚିଲେଇକି କହିଲା, “ମନେ କରିକି ଟିଫିନ ବ୍ୟାଗରେ ପୁରେଇବୁ ।” ମୁଁ ଖାଇ ସାରି ଅଭ୍ୟାସଗତ ଭାବେ ବ୍ୟାଗଟି ଉଠେଇ ସ୍କୁଲ ବାହାରି ଯାଇଥିଲି ଟିଫିନଟିକୁ ସେଇ…

ଅଧିକ ପଢ଼ନ୍ତୁ
bhaunee

ଭଉଣୀ

ଭଉଣୀ, ଖାଲି ପରିଚୟଟେ ନୁହେଁ କେଉଁ ତୁଚ୍ଛ ସମ୍ପର୍କର ଏକ ଅଭିମାନ, ଏକ ଅନୁଭୂତି ନିଜର ବୋଲି ଭାବି କାହା ଉପରେ ଗର୍ବ କରିବାର ନିଜଠୁ ଅଧିକ କାହାକୁ ଭଲ ପାଇବାର ଯେଉଁ ଭଲ ପାଇବାରେ ନଥାଏ କିଛି ଲୁକ୍କାୟିତ ଲାଳସା ଅବା କିଛି ପାଇବାର ଆଶା ଥାଏ କେବଳ ନିଶ୍ଵାର୍ଥପର ସ୍ନେହ, ଶ୍ରଦ୍ଧା, ଆବେଗ… ଆବେଗ, ଭାଇର ଭଉଣୀ ପାଇଁ ତା’ର ସୁଖ, ସମୃଦ୍ଧି ଓ ସୁରକ୍ଷା ପାଇଁ ତା’ ପାଦରେ ଯେମିତି କଣ୍ଟାଟେ ନ…

ଅଧିକ ପଢ଼ନ୍ତୁ
emiti-kahinki-hue

ଏମିତି କାହିଁକି ହୁଏ?

ଆଶ୍ରା ନେଇଥିବା ବାଇ ଚଢ଼େଇଟି ନୀଡ଼ ଭାଙ୍ଗି ଉଡ଼ି ଯାଏ ଜମା ହେଇଥିବା ବରଫ ଖଣ୍ଡଟି ପାଣି ପରି ବୋହି ଯାଏ ଏମିତି କାହିଁକି ହୁଏ? ଅଚିହ୍ନା ଲୋକଟେ ଭିଡ଼ ଭିତରୁ ଆପଣାର ମନେ ହୁଏ ନିଜର ଲୋକଟି ପାଖରେ ଥାଇ ବି ନିଜଠୁ ଦୂରେଇ ଯାଏ ଏମିତି କାହିଁକି ହୁଏ? ବେଳାଭୂମିରୁ ବାଲି ଘରଟିକୁ ସମୁଦ୍ର ଭସେଇ ନିଏ କାହିଁ କେତେ ଦୂରୁ ଶାମୁକା ଗର୍ଭରୁ ମୁକୁତା ଫେରେଇ ଦିଏ ଏମିତି…. କାହିଁକି ହୁଏ ?…

ଅଧିକ ପଢ଼ନ୍ତୁ