ଚନ୍ଦ୍ରକାନ୍ତି ପ୍ରଧାନ

ଚନ୍ଦ୍ରକାନ୍ତି ପ୍ରଧାନ ଜଣେ ନର୍ସିଂ ଛାତ୍ରୀ । ସେ ଓଡ଼ିଆରେ ପ୍ରେମ ଭିତ୍ତିକ ଗଳ୍ପ, କବିତା ଏବଂ ଛୋଟଛୋଟ ରଚନାମାନ କରିଥାନ୍ତି ।

janmadata

ଜନ୍ମଦାତା

“ଓହୋ ! ଝୁନା ବୋଉ ତୁମ ଗୁଣମନ୍ତ ପୁଅକୁ ଟିକେ କୁହ ଜଲଦି ବାହାରିକି ଆସିବ । ମୋ ଗାଡ଼ିଟା ଖରାପ ହୋଇଯାଇଛି । ତା’ପରେ ମଧ୍ୟ ସାନ ଭାଇଠୁ ଗାଡ଼ିଟା ମାଗିକି ଆଣିଛି । ତାକୁ ହଷ୍ଟେଲରେ ଛାଡ଼ି ଆସିଲେ ମୋର କେତେ କାମ ।” ପାଟି କରୁଥିଲେ ସରୋଜ ବାବୁ । ତର ତର ହୋଇ ଘରୁ ବାହାରି ଆସିଲା ସୋଭନ୍ । “ବୋଉ ମୁଁ ଯାହା କହିଥିଲି ମୋ ବ୍ୟାଗରେ ରଖିଛୁ ନା…

ଅଧିକ ପଢ଼ନ୍ତୁ
baishakhi

ବୈଶାଖୀ

ଉଦୁଉଦିଆ ଖରାବେଳ ! ସମୟ ପ୍ରାୟ ଦେଢ଼ଟା ହେବ । ଭଙ୍ଗା ସାଇକେଲ ଖଣ୍ଡେ ଧରି କଲେଜରୁ ଫେରୁଥାଏ ବୈଶାଖୀ । ରାସ୍ତାରେ ମନେ ମେନେ ଭାବୁଛି ଏ ଜୀବନଟା ଯେତିକି ସହଜ ସେତିକି ଜଟିଳ । ତା’ର ଏଇ ଭାବନା ଭିତରେ ସେ ରାସ୍ତାରେ ଭେଟିଛି ଜଣେ ବୁଢ଼ି ମାଉସିକୁ । ବୁଢ଼ି ମାଉସିଟି ଝୁଲା ମୁଣିଟିଏ ଧରିଛି ଓ ବାଙ୍କୁଲି ବାଡ଼ି ଖଣ୍ଡେ ଧରି ଧୀରେ ଧୀରେ ଚାଲି ଚାଲି ଯାଉଛି । ବୈଶାଖୀ…

ଅଧିକ ପଢ଼ନ୍ତୁ