କୋରୋନା: କିଛି କଥା କିଛି ବ୍ୟଥା
ଯିବା ପାଇଁ ବାଟ ନାହିଁ ତଥାପି ବି, ପାଦ ଥକେ ହେଲେ ରାସ୍ତା ସରେ ନାହିଁ ରାତିର ଅନ୍ଧାର ସହ ଆଶା ବି ମିଳାଏ ବୁକୁଫଟା କୋହ ମନକୁ ଭିଜାଏ ମୁଣ୍ଡର ବୋଝଠୁ ବଢ଼େ ପେଟର ଭୋକ ମୁଁ ଦାଦନ ଶ୍ରମିକ !… ହଜାରେ ମାଇଲ ଚାଲି ପ୍ଲାଷ୍ଟିକ ଚପଲ ବି କାନ୍ଦେ ଫୋଟକା ପାଦର ଜ୍ଵାଳା ଅଧାଖିଆ ପେଟ ଶୁଖା ବିସ୍କୁଟ ଖଣ୍ଡେ ଆଉ ପାଣି ମୁନ୍ଦେ ଦାଣ୍ଡରେ ଦେଖିଲେ କବାଟ ପଡ଼େ ସତେ କି…