ବିଜୟ କୁମାର ସେନାପତି

ବିଜୟ କୁମାର ସେନାପତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ/କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ ବିଭିନ୍ନ ପତ୍ରପତ୍ରି ଆଦିରେ ସ୍ଥାନ ପାଇଛି ।

darling

ଡାର୍ଲିଂ

ଏ, ଶୁଣ, ଶୁଣୁଛ ଡାକୁଥିବା ଶନିଆ ମୁହଁରୁ “ଡାର୍ଲିଂ” ଡାକଟା ଶୁଣି ଚମକି ପଡ଼ିଲା, ଯଶୋଦା । ବାହାଘରର ଦୁଇ ବର୍ଷ ବିତିସାରିଥିଲେ ବି ତା’ ମୁହଁରୁ ଏମିତିକା ଡାକ କେବେ ଶୁଣିନଥିଲା ସେ । ତା’ ଛଡ଼ା ଏଇଟା ତ ତା’ ବାବୁଆଣୀର ନାଁ, ବାବୁଙ୍କ ମୁହଁରୁ କେବେ କେବେ ଡାକିବାର ସେ ଶୁଣିଛି । ସେ ଶନିଆ ପାଖକୁ ଲାଗିଯାଇ ତା’ ମୁହଁକୁ ଶୁଂଘିବାକୁ ଚେଷ୍ଟାକଲା । କାଳେ ବଡି ଭୋରୁ ଉଠି ସେ…

ଅଧିକ ପଢ଼ନ୍ତୁ