ଛାଡ଼ପତ୍ର
ଦୀର୍ଘ ପାଞ୍ଚ ବର୍ଷ ପରେ ସ୍ମିତା ଓ ରାହୁଲ୍ ମଧ୍ୟରେ ଥିବା ବିବାଦର ଆଜି ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି । ସ୍ମିତା ରାହୁଲ୍ଙ୍କ ଠାରୁ ବିବାହ ସମୟରେ ବାପଘରୁ ପାଇଥିବା ସମସ୍ତ ଜିନିଷ ପତ୍ର ଫେରିପାଇବା ସହ ରାହୁଲ୍ଙ୍କ ଠାରୁ ଛାଡ଼ପତ୍ର ପାଇଁ ମାନ୍ୟବର କୋର୍ଟଙ୍କୁ ଆବେଦନ କରିଥିଲେ । ରାହୁଲ ଏ ପାଞ୍ଚ ବର୍ଷ କାଳ ନ୍ୟାୟ ପାଇଁ ନୁହଁ କେବଳ ସ୍ମିତାର ମାନସିକତାକୁ ବଦଳାଇବା ପାଇଁ କେସ୍ ଲଢ଼ୁ ଥିଲା । ଯାହାର ଫଳ…