ମୁଁ ଭୂତ ବିଶ୍ୱାସ କରେ ନା
ମୁଁ ଭୂତ ବିଶ୍ୱାସ କରେ ନା । ଠିକ କରେ ନା ନୁହଁ, ବୁଝି ପାରେ ନା । ହୁଏତ ଥିବେ, ହୁଏତ ନଥିବେ । ମନ କେବେ ଯୁକ୍ତିବାଦୀ ତ ଆଉ କେବେ ଦୋଳାଚଳରେ । ତେବେ ଡର ଟିକେ କମ । ପିଲାବେଳେ କିନ୍ତୁ ଖୁବ ଡରୁଥିଲି । ଅନ୍ଧାର ହେଲେ ଏକା ରହିବା ମୋ ପାଇଁ ଅସମ୍ଭବ ଥିଲା । ସେ ଡର ଦିନେ ଭାଙ୍ଗିଗଲା । ମୋ ବଡ଼ ଭଉଣୀ ଖୁବ…