ବି. ନିରୁପମା

ବି. ନିରୁପମା ଓଡ଼ିଅ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ କବିତାମାନ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।

Sehi Eka Sumanisha

ସେହି ଏକା ସୁମଣିଷ

ବିନ୍ଦୁ ବିନ୍ଦୁ ଜଳ ମିଶି ହୁଏ ସିନ୍ଧୁ ସଭିଙ୍କୁ ଏ କଥା ଜଣା, ସେହିଭଳି ଛୋଟ ଛୋଟ ଭଲ କାମ ମହତେ କରିବ ଗଣା । ନିତିଦିନ ଆମ ଜାଣ-ଅଜାଣତେ ଆଖ ପାଖେ ଘଟେ ଯାହା, ସଚେତନ ଟିକେ ହୋଇଲେ ପାରିବା ଅପରକୁ ହୋଇ ସାହା । ମଣିଷ ଜନମ ଦେଇକି ବିଧାତା କରିଛନ୍ତି ଯେଉଁ ଦୟା, ପ୍ରତିଦାନେ କିଛି ସୁକାର୍ଯ୍ୟ କରିଲେ ପବିତ୍ର ହୋଇବ କାୟା । ନିଜ ସୁଖ ଲାଗି ଅପରକୁ ଦୁଃଖ ଦେବାନାହିଁ…

ଅଧିକ ପଢ଼ନ୍ତୁ
Kamuchhi Jala

କମୁଛି ଜଳ

ଗିରିଷମ ଋତୁରେ ଏ ଟାଣୁଆ ଖରା, ଡହ ଡହ ହୋଇ ତାତି ଗଲାଣି ଧରା । ଶୀତଳ ଜଳରେ ବୁଡ଼ି ଗାଧୋଇବାକୁ, କେତେ ଯେ ଆନନ୍ଦ ଲାଗେ ଆମ ସଭିଙ୍କୁ । କିଏ ଗାଧୋଉ ଅଛନ୍ତି କେତେ ବାଗରେ, ନଦୀ, କୂପ ଜଳେ ଅବା ଗାଧୁଆ ଘରେ । ଉଦବୃତ ଜଳ ଯେତେକ ଯାଏଟି ବୋହି, ତାହାର ସଦୁପଯୋଗ ନ କରୁ କେହି । ସେଇ ଜଳ କୃଷିକ୍ଷେତ୍ରେ ପାରନ୍ତା ଲାଗି, ଉପୁଜନ୍ତା କେତେ ପନି ପରିବା,…

ଅଧିକ ପଢ଼ନ୍ତୁ