ଚଷମା
ନାତିକୁ କୋଳରେ ବସାଇ ସାହୁ ବାବୁ ଦେଖାଉଥିଲେ, “ଦେଖ, ଇଏ ତୋର ମାଆ, ଜେଜେମା’.. ତୋର ମନେ ନଥିବ, ହେଲେ ସେ ତତେ ବହୁତ ଭଲ ପାଉଥିଲା, ତୋ ମାଆ, ମାନେ ତୋ ମମ୍ଠୁ ବି ଅଧିକ । ବହୁତ ସେବା କରିଛି ତୋର ପିଲା ଦିନେ । ଜାଣିଛୁ ତୁ ଯୋଉଦିନ ପ୍ରଥମ କରି ମା ଡାକିଲୁ ତା ଆଖି ଲୁହ ଛଳ ଛଳ ହୋଇଯାଇଥିଲା । ଯୋଉଦିନ ତୁ ପ୍ରଥମ କରି ଚାଲିଥିଲୁ ସେଦିନ…