ଅର୍ପିତା ମିଶ୍ର

ଅର୍ପିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Mahabahu (ମହାବାହୁ) by Arpita Mishra

ମହାବାହୁ

ଆହେ ଦୟାମୟ ନୀଳାଦ୍ରି ବିହାରୀ, ଦିନ ଯାଉ ତୁମ ଶ୍ରୀପଦ ସୁମରି । ପ୍ରଭୁ ତୁମେ ପରା ଜଗତର ନାଥ, ତୁମ ପାଇଁ ମୁଁହି ହେଲିକି ଅଜ୍ଞାତ । ଶୁଣ ପ୍ରଭୁ ମୋର ହୃଦୟ ବନ୍ଦନ, ନିରାଶ ଆତ୍ମାର ଆକୁଳ ଜଣାଣ । ତୁମ ବିନା ଅବା କିଏ ଅଛି ମୋର, ତୁମେ ପରା ମୋର ଶକ୍ତିର ଆଧାର । ନିତ୍ୟ ମୁଁ କରଇ ତୁମ ଆରାଧନା, କର ପ୍ରଭୁ ମୋର ଶକ୍ତି ସଂରଚନା । ଆସୁ…

ଅଧିକ ପଢ଼ନ୍ତୁ
Odia Poem Mo Jhia (ମୋ ଝିଅ) by Arpita Mishra

ମୋ ଝିଅ

ଅସରନ୍ତି ଆଶାର ପାରବାରକୁ ଏକମାତ୍ର ସେତୁଟିଏ ସେ, ମୋ ଜୀବନର ପ୍ରଚ୍ଛଦପଟ୍ଟରେ ନିର୍ମଳ, ନୀରିହ, ନିର୍ବିକାର ଛବିଟିଏ ସେ । ହୃଦୟର କୋଣ ଅନୁକୋଣରେ ଅନୁକମ୍ପାର ମୂର୍ତ୍ତିଟିଏ ସେ, ଅନାବିଳ ସ୍ନେହର ଗନ୍ତାଘର ଅଦ୍ୱିତୀୟ ଶକ୍ତିଟିଏ ସେ । ମୋ ଧନ ଓ ସମ୍ପତ୍ତି ମଧ୍ୟେ ବହୁମୂଲ୍ୟ ରତ୍ନଟିଏ ସେ, ଅନ୍ତରଙ୍ଗ ସାଥୀ ଓ ଜୀବନର ଆଧାର ଆନନ୍ଦର ସ୍ରୋତଟିଏ ସେ । – ଅର୍ପିତା ମିଶ୍ର ଅର୍ପିତା ମିଶ୍ରଅର୍ପିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର…

ଅଧିକ ପଢ଼ନ୍ତୁ