ଅର୍ପିତା ମିଶ୍ର

ଅର୍ପିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Mahabahu (ମହାବାହୁ) by Arpita Mishra

ମହାବାହୁ

ଆହେ ଦୟାମୟ ନୀଳାଦ୍ରି ବିହାରୀ, ଦିନ ଯାଉ ତୁମ ଶ୍ରୀପଦ ସୁମରି । ପ୍ରଭୁ ତୁମେ ପରା ଜଗତର ନାଥ, ତୁମ ପାଇଁ ମୁଁହି ହେଲିକି ଅଜ୍ଞାତ । ଶୁଣ ପ୍ରଭୁ ମୋର ହୃଦୟ ବନ୍ଦନ, ନିରାଶ ଆତ୍ମାର ଆକୁଳ ଜଣାଣ । ତୁମ ବିନା ଅବା କିଏ ଅଛି ମୋର, ତୁମେ ପରା ମୋର ଶକ୍ତିର ଆଧାର । ନିତ୍ୟ ମୁଁ କରଇ ତୁମ ଆରାଧନା, କର ପ୍ରଭୁ ମୋର ଶକ୍ତି ସଂରଚନା । ଆସୁ ମୋ ପଥରେ ଯେତେ ବାଧା ବିଘ୍ନ,…

ଅଧିକ ପଢ଼ନ୍ତୁ
Odia Poem Mo Jhia (ମୋ ଝିଅ) by Arpita Mishra

ମୋ ଝିଅ

ଅସରନ୍ତି ଆଶାର ପାରବାରକୁ ଏକମାତ୍ର ସେତୁଟିଏ ସେ, ମୋ ଜୀବନର ପ୍ରଚ୍ଛଦପଟ୍ଟରେ ନିର୍ମଳ, ନୀରିହ, ନିର୍ବିକାର ଛବିଟିଏ ସେ । ହୃଦୟର କୋଣ ଅନୁକୋଣରେ ଅନୁକମ୍ପାର ମୂର୍ତ୍ତିଟିଏ ସେ, ଅନାବିଳ ସ୍ନେହର ଗନ୍ତାଘର ଅଦ୍ୱିତୀୟ ଶକ୍ତିଟିଏ ସେ । ମୋ ଧନ ଓ ସମ୍ପତ୍ତି ମଧ୍ୟେ ବହୁମୂଲ୍ୟ ରତ୍ନଟିଏ ସେ, ଅନ୍ତରଙ୍ଗ ସାଥୀ ଓ ଜୀବନର ଆଧାର ଆନନ୍ଦର ସ୍ରୋତଟିଏ ସେ । – ଅର୍ପିତା ମିଶ୍ର ଅର୍ପିତା ମିଶ୍ରଅର୍ପିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା…

ଅଧିକ ପଢ଼ନ୍ତୁ