ଅନୁରାଧା କର

ଅନୁରାଧା କର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Bapa (ବାପା) by Anuradha Kar

ବାପା

ଜୀବନଟେ ପାଇ ଯେବେ ଜନ୍ମ ନେଲି ଏ ଧରା ଧରଣୀ ତଳେ ଆଦରେ କୋଳେଇ ନେଇଥିଲ ମତେ ଧରି ତୁମ ବାହୁ ବଳେ । ଖୁସିର ଲହରୀ ଛୁଟି ଉଠୁଥିଲା ଆନନ୍ଦରେ ଥିଲ ତୁମେ କେତେ ସ୍ୱପ୍ନ ତୁମେ ମୋ ପାଇଁ ଦେଖିଲ ଖୁସି ଦେବା ପାଇଁ ମନେ । ପ୍ରଥମେ ଧରିଲି ତୁମ ହାତ ଯେବେ ଚାଲି ଶିଖାଇଲ ମତେ ଝୁଣ୍ଟିବା ପୂର୍ବରୁ କୋଳେଇ ଧରିଲ କଷ୍ଟ ହେବ ବୋଲି ମତେ । କେତେ ଅଳି…

ଅଧିକ ପଢ଼ନ୍ତୁ
Pratarana

ପ୍ରତାରଣା

ଭଲ ପାଇବାର ଅଭିନୟ କରି ମୋ ସାଥେ ଖେଳିଲୁ ଖେଳ ମନ ସାଥେ ମୋର ପ୍ରତାରଣା କଲୁ ଭାବିଲୁ ମତେ ଦୁର୍ବଳ । ଅନ୍ଧ ଭଳି ତତେ ବିଶ୍ୱାସ କରିଲି ବିଶ୍ୱାସରେ ଦେଲୁ ବିଷ ଛଳନା ସାଥେ ତୋ ବନ୍ଧୁ ବାନ୍ଧିଥିଲି ସବୁ କରିଦେଲୁ ଶେଷ । ଅଗ୍ନିର ଝାସରେ ଜାଳିଦେଲୁ ତୁହି ନୀରିହ ମନକୁ ମୋର ଆଜି ସେଇ ମନ ଦୋଷ ଦେଇ କୁହେ ତୁ ଥିଲୁ ପୋଡ଼ା ଅଙ୍ଗାର । ବାମନ ହୋଇ ମୁଁ…

ଅଧିକ ପଢ଼ନ୍ତୁ