ଆନନ୍ଦ ପ୍ରଧାନ

ଆନନ୍ଦ ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

taru-gunagana

ତରୁ-ଗୁଣଗାନ

ମୃତ୍ତିକା କର୍ଷଣ ପରେ ବୀଜ ବୁଣାଯାଏ, ତହିଁ ବୀଜରୁ ଜନମ ବୃକ୍ଷ ହୋଇଥାଏ । ତା’ପରେ ଜନମ ହୁଏ ଶାଖା ଓ ପ୍ରଶାଖା, ନବୀନ ପଲ୍ଲବେ ଏହା ଦିଶଇ ଶୋଭିତା । କିଛିଦିନ ପରେ ଏହା ବୃଦ୍ଧି ପାଇଥାଏ, ବିରାଟ ତରୁର ରୂପେ ଇଏ ଉଭା ହୁଏ । ଶାଖା ଓ ପ୍ରଶାଖା ଆଦି ବିସ୍ତାରିତ ହୁଏ, ଯାତାୟାତ ପଥିକ ତହିଁ କ୍ଲାନ୍ତି ମେଣ୍ଟାଏ । ଶୀତଳ ଛାୟାରୁ ସିଏ ଆନନ୍ଦିତ ହୁଏ, ପ୍ରଫୁଲ୍ଲ ବଦନେ ଇଏ…

ଅଧିକ ପଢ଼ନ୍ତୁ
jungle-nasta

ଜଙ୍ଗଲ ନଷ୍ଟର ପ୍ରଭାବ

କିଛିବର୍ଷ ପୂର୍ବେ ଆମ ଦେଶ ଭାରତ ସମେତ ସମଗ୍ର ବିଶ୍ୱ ସବୁଜ ଘନ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ସର୍ବତ୍ର ବୃକ୍ଷର ଶୀତଳ ମଳୟରେ ପୁରିଉଠୁଥିଲା । ଫଳରେ ଲୋକମାନଙ୍କ ମନରେ କେବଳ ଶାନ୍ତି ହିଁ ଶାନ୍ତି ବିରାଜମାନ କରୁଥିଲା । ସେବେ ମୁନିଋଷିମାନେ ଘଞ୍ଚ ଅରଣ୍ୟରେ ବସବାସ କରି ଦେଶ ତ‌ଥା ବିଶ୍ୱର କଲ୍ୟାଣ ପାଇଁ ଯଜ୍ଞ ଓ ହୋମ ଆଦି କରୁଥିଲେ । ରୋଷେଇ ଓ ହୋମ ପାଇଁ ଆବଶ୍ୟକୀୟ ଶୁଖିଲା କାଠ ସେମାନଙ୍କର…

ଅଧିକ ପଢ଼ନ୍ତୁ