ସଂଗ୍ରାମ କେଶରୀ ସେନାପତି

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।

The Power of Your Subconscious Mind Book Review in Odia (ପୁସ୍ତକ ସମୀକ୍ଷା: ମନ ଜଗତର ଗହନ କଥା)

ପୁସ୍ତକ ସମୀକ୍ଷା: ମନ ଜଗତର ଗହନ କଥା

ଆପଣ ଯଦି ଜଣେ ପୁସ୍ତକ ପ୍ରିୟ ମଣିଷ ହେଇଥିବେ, ତା’ହେଲେ Joseph Murphy “The Power of Your Subconscious Mind” ପୁସ୍ତକ ବିଷୟରେ ତ ନିଶ୍ଚିତ ଜାଣିଥିବେ । ଶ୍ରୀଯୁକ୍ତ ଅନନ୍ତ ଚରଣ ସ୍ୱାଇଁ ମହୋଦୟ ଏହି ପୁସ୍ତକଟିର ଓଡ଼ିଆ ଅନୁବାଦ କରିଛନ୍ତି, ଯାହାକି ପ୍ରକାଶ ପାଇଛି ପ୍ରଜ୍ଞାନ ପବ୍ଲିକେଶନ୍ ଦ୍ୱାରା । ଯଦିଓ ବହିଟି ଅନେକ ଦିନ ଧରି ମୋ ପାଖରେ ରହିଥିଲା ଏବଂ ଆମ ଆଖପାଖର ଲୋକମାନେ ଏହାକୁ ପଢ଼ିସାରିଥିଲେ, ତଥାପି ସମୟ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 36th Edition (ଶୁଭପଲ୍ଲବ ୩୬ଶ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା )

✍ ଷଡ଼ତ୍ରିଂଶ ସମ୍ପାଦକୀୟ

ହୋଲି ବା ଦୋଳ ଉତ୍ସବ ଆମେ ପ୍ରତିବର୍ଷ ବହୁ ଆଡ଼ମ୍ବର ସହକାରେ ପାଳନ କରି ଆସୁଛେ । ଏହି ରଙ୍ଗହୋରି ଉତ୍ସବ ହେଉଛି ଶ୍ରୀକୃଷ୍ଣଙ୍କ ଗୋପଲୀଳାର ନିଦର୍ଶନ । ଏଥିରେ ରାଧା ଦାମୋଦରଙ୍କର ଗୋପ ଗୋପୀମାନଙ୍କ ସହିତ ରଙ୍ଗ ପିଚକାରୀ ଖେଳ ଶ୍ରୀମଦ ଭାଗବତ ବର୍ଣ୍ଣିତ ରାସଲୀଳାର ସ୍ମୃତି ବହନ କରିଥାଏ । ଏହା ଖାଲି ଗୋଟିଏ ପ୍ରାନ୍ତରେ ନୁହେଁ ସାରା ଭାରତ ବର୍ଷରେ ପାଳନ କରାଯାଏ । ଏହି ଉତ୍ସବକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ,…

ଅଧିକ ପଢ଼ନ୍ତୁ
Biography of Indian Comedian Raju Srivastav (ଭାରତୀୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ)

ଭାରତୀୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ରାଜୁ ଶ୍ରୀବାସ୍ତବ ଜଣେ ଭାରତୀୟ ହାସ୍ୟ ଅଭିନେତା ଯିଏକି ମୁଖ୍ୟତଃ ଗଜୋଧର ଭାବରେ ବିଭିନ୍ନ ପ୍ରକାରର ହାସ୍ୟାତ୍ମକ କାର୍ଯ୍ୟକ୍ରମ କରୁଥିଲେ । ତାଙ୍କର ପୂରା ନାମ ହେଉଛି ସତ୍ୟ ପ୍ରକାଶ ଶ୍ରୀବାସ୍ତବ । ୧୯୬୩ ମସିହାର ଡିସେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିବା ରାଜୁ ଜଣେ ହାସ୍ୟ ଅଭିନେତା ଭାବରେ ଅଭିନୟ କରିବା ସହିତ କିଛି ଧାରାବାହିକରେ ଖଳନାୟକ ଭାବରେ କାମ କରିବା ସହିତ ଭାରତୀୟ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ସେ ଦି ଗ୍ରେଟ୍…

ଅଧିକ ପଢ଼ନ୍ତୁ
Biography of Bishnu Charan Sethi (ବିଷ୍ଣୁ ଚରଣ ସେଠୀଙ୍କ ଜୀବନୀ)

ବିଷ୍ଣୁ ଚରଣ ସେଠୀଙ୍କ ଜୀବନୀ

ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀ ଥିଲେ ଜଣେ ଓଡ଼ିଆ ସାହିତ୍ୟିକ, ସାମ୍ବାଦିକ ତଥା ରାଜନୀତିଜ୍ଞ ଯିଏକି ଘାସଫୁଲ ଭଳି ଉତ୍କୃଷ୍ଟ ସାହିତ୍ୟ ପତ୍ରିକାର ପ୍ରତିଷ୍ଠା କରିବା ସହିତ ସମ୍ପାଦନା କରୁଥିଲେ । ଜନ୍ମ ଓ ପରିବାର ୧୯୬୧ ମସିହାର ଜୁନ ୫ ତାରିଖରେ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୁରଠାରେ ଜନ୍ମଗ୍ରହଣ କରିଥିଲେ ସେ । ତାଙ୍କ ବାପାଙ୍କ ନାମ ଥିଲା ଗୟାଧର ସେଠୀ ଓ ପତ୍ନୀଙ୍କ ନାମ ଥିଲା ଉର୍ମିଳାରାଣୀ ପାଣିଗ୍ରାହୀ । ଶିକ୍ଷା…

ଅଧିକ ପଢ଼ନ୍ତୁ
Biography of Shankaracharya Swaroopanand Saraswati (ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଜୀବନୀ)

ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ

ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ (୨ ସେପ୍ଟେମ୍ବର ୧୯୨୪ – ୧୧ ସେପ୍ଟେମ୍ବର ୨୦୨୨) ଜଣେ ଭାରତୀୟ ଧର୍ମଗୁରୁ, ସ୍ୱାଧୀନତା ସଂଗ୍ରାମୀ ତଥା ଶଙ୍କରାଚାର୍ଯ୍ୟ ପଦବୀରେ ଭୂଷିତ ଥିଲେ । ୧୯୮୨ ମସିହାରେ, ସେ ଗୁଜୁରାଟର ଦ୍ୱାରକା ସ୍ଥିତ ଶାରଦା ପୀଠର ଏବଂ ବଦ୍ରିନାଥରେ ଜ୍ୟୋତିର୍‌ ମଠର ଶଙ୍କରାଚାର୍ଯ୍ୟ ପଦବୀରେ ରହିଥିଲେ। ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ୧୯୨୪ ମସିହାରେ ମଧ୍ୟ ପ୍ରଦେଶର ସେଓନି ଜିଲ୍ଲାର ଡିଗୋରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନେ ତାଙ୍କ ନାମ ପୋଥିରାମ…

ଅଧିକ ପଢ଼ନ୍ତୁ