Dura Pahada

ଦୂର ପାହାଡ଼

ଡାଇନିଂ ଟେବୁଲ୍ ପାଖରେ ବିରାଜୁଥିବା ଅସ୍ୱସ୍ତିକର ନିରବତାକୁ ଭଙ୍ଗ କରି ରମେଶବାବୁ ପଚାରିଲେ ଝିଅକୁ, “ମାରେ ସ୍ୱିଟି, କହିଲୁ ଆଜିର ଭାତଟା କୋଉ ଚାଉଳର?” “ହ୍ୱାଟ୍…? କୋଉ ଚାଉଳ??” ବିସ୍ମୟ ଭରା ଦୃଷ୍ଟିରେ ଚାହିଁଲା ଡାଡି ଓ ପାଖରେ ବସି ଖାଉଥିବା ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ । ଡାଡ଼ିଙ୍କ ପ୍ରଶ୍ନଟିକୁ ସେ ଠିକ୍‌ରେ ବୋଧହୁଏ ବୁଝିପାରିଲନି । “ଚାଉଳ ତ ଚାଉଳ, ତା’ର ପୁଣି କ୍ୟାଟେଗୋରି କ’ଣ? ଅଲଗା ଅଲଗା ନାଁ ଅଛି କି? ହଁ……

ଅଧିକ ପଢ଼ନ୍ତୁ
Makar Sankranti Facts

ମକର ସଂକ୍ରାନ୍ତି- ନାନାବିଧ ମାହାତ୍ମ୍ୟ

ସକଳ ଶକ୍ତିର ଆଧାର ସୂର୍ଯ୍ୟ । ଭାରତ ବର୍ଷରେ ସୂର୍ଯ୍ୟଙ୍କୁ ଦେବତା ରୂପେ ପୂଜା କରାଯାଏ, ତେଣୁ ଅନେକ କାର୍ଯ୍ୟ ତଥା ପର୍ବ ସେହି ଭାସ୍କରଙ୍କୁ ଆଧାର କରି ଆରମ୍ଭ ତଥା ପାଳନ କରାଯାଏ । ସେହିପରି ଏହି ମକର ପୁଙ୍ଗନ ତଥା ପୌଷ ସଂକ୍ରାନ୍ତିର ଅନେକ ସାମାଜିକ, ସାଂସ୍କୃତିକ ଏବଂ ବୈଜ୍ଞାନିକ ମାହାତ୍ମ୍ୟ ରହିଛି । ମଣିଷର ବିଶ୍ୱାସ ହେଉଛି ଆସ୍ଥା ଏବଂ ଆସ୍ଥା ସଂସ୍କୃତିର ଏକ ମୂଳ ସମ୍ୱଳ । ନାନାବିଧ ମାହାତ୍ମ୍ୟ ତଥା…

ଅଧିକ ପଢ଼ନ୍ତୁ
Eka Sukshma Bislesana

ଏକ ସୂକ୍ଷ୍ମ ବିଶ୍ଳେଷଣ

୧୯୭୦ ଦଶକର କଥା । ଦିନେ ଅପରାହ୍ନରେ ତିରୁଅନନ୍ତପୁରମର ବେଳାଭୂମିରେ ଧୋତି ପିନ୍ଧି ଜଣେ ବୟସ୍କ ଭଦ୍ରଲୋକ ଏକାନ୍ତରେ ଭାଗବତ ଗୀତା ପଢ଼ୁଥିଲେ । ସେହି ସମୟରେ ସେହି ବାଟ ଦେଇ ଜଣେ ଯୁବକ ଯାଉଥାନ୍ତି । ଭଦ୍ରବ୍ୟକ୍ତିଙ୍କୁ ଗୀତା ପଢ଼ିବା ଦେଖି ସେ ଅଟକିଯାଇ କହିଲେ, “ଆପଣ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ପରି ଜଣାପଡ଼ୁଛନ୍ତି । ଆଜିର ଏ ଆଧୁନିକ ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଲାଣି କିନ୍ତୁ ଆପଣଙ୍କ ପରି ଶିକ୍ଷିତ…

ଅଧିକ ପଢ଼ନ୍ତୁ
Janha Dakuchi Aa

ଜହ୍ନ ଡାକୁଛି ଆ

ଗୋଟିଏ ଗ୍ରାମରେ ଏକ ଗରିବ ପରିବାର ବସବାସ କରୁଥିଲେ । ସେହି ଗରିବ ପରିବାର ମଧ୍ୟରେ ଗୋଟେ ଝିଅ ଆଉ ତା’ର ବିଧବା ମାଆ । ଝିଅଟିର ନାମ ପୂର୍ଣ୍ଣିମା ଏବଂ ତା’ର ବିଧବା ମାଆଙ୍କ ନାମ କୁନ୍ତଳା ଦେବୀ । ସେମାନେ ଦୁଇଜଣ ବାସ କରୁଥିଲେ । ଏବଂ ମା’ କୁନ୍ତଳା ଦେବୀ ଜଣେ ଧନୀ ଲୋକ ଘରେ ରହି ପାଇଟି କରିକି ଜୀବନ ନିର୍ବାହ କରନ୍ତି । ପୂର୍ଣ୍ଣିମାର ବୟସ ୪ ବର୍ଷ ହୋଇଥାଏ…

ଅଧିକ ପଢ଼ନ୍ତୁ
Danda

ଦଣ୍ଡ

ଶୀତ ରାତିର ଘାସ ଉପରେ ପହଡ଼ିଥିବା ଶିଶିର ବିନ୍ଦୁ ସମକ୍ଷ କିଛି କ୍ଷଣ ମଧ୍ୟରେ ନିଜର ସତ୍ତା ହରେଇବାର ଭୟ ଲିପୁନକୁ ଆହୁରି ବିଚଳିତ କରି ପକାଉଥାଏ । କେତେବେଳେ ହସ୍ପିଟାଲ ବେଡ୍ ତ କେତେବେଳେ ଝରକା ଆଡ଼େ ନିରନ୍ତର ଭାବେ ଚାହିଁ ଆଖିରୁ ଲୋତକ ଧାର ବୁହେଇ ଚାଲିଥାଏ । କେତେ କ’ଣ ସେ ଭାବି ନଥିଲା ମାନସୀକୁ ନେଇ ସଂସାର ଗଢ଼ିବାକୁ ହେଲେ ଦଇବ ବଇରୀ ସାଜି ଛଡ଼େଇ ନେଇଗଲା ତା’ ଓଠର ହସ…

ଅଧିକ ପଢ଼ନ୍ତୁ