Odia Poem Kalabati Kabyanjali (କଳାବତୀ କାବ୍ୟାଞ୍ଜଳି) by Rajshekhar Chima on Shubhapallaba Magazine

କଳାବତୀ କାବ୍ୟାଞ୍ଜଳି

ନିକଟସ୍ଥ ତାଙ୍କୁ ଅନୁଭବ କରନ୍ତି ପ୍ରତି କବି, ସ୍ମରଣମାତ୍ରେ ପ୍ରକଟ ହୋଇ କଳାବତୀ କାବ୍ୟାଞ୍ଜଳି ଆଙ୍କନ୍ତି ଚିରସ୍ଥାୟୀ ଛବି । ଓଡ଼ିଆ ଭାଷାରେ କୁହନ୍ତି ସୁମଧୁର ସୁବଚନ, ଅତିପ୍ରିୟ ତାଙ୍କୁ କାନ୍ତିପ୍ରଦ କଳାକାଞ୍ଚନ । କରନ୍ତି ନବରସ ଭାବର ବୋଧନ, ସମସ୍ତ ଅଭିଜ୍ଞ ପ୍ରଜ୍ଞର ସଜ୍ଞ କରନ୍ତି ତାଙ୍କର ସମ୍ବୋଧନ । ଶବ୍ଦ ଶବ୍ଦକୁ ଦିଅନ୍ତି ନିର୍ଦ୍ଦିଷ୍ଟ ସ୍ଥାନ, ମନୋଭାବାନାକୁ ମିଳିପାରିବ ଯେମିତି ଶ୍ରେଷ୍ଠ ଉପସ୍ଥାନ । ଏକାନ୍ତ ସମୟରେ କାବ୍ୟ ହେତୁ କରନ୍ତି ବାକ୍ୟ ଗଠନ,…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 4th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ଚତୁର୍ଥ ସମ୍ପାଦକୀୟ

“ତୁମେ ଫେରିଯାଅ ଭିକ୍ଷୁ ! ମୁଁ ଜୀବନ ଚାହେଁ, ନିର୍ବାଣ ନୁହେଁ ।” ମାତା ରୂପଶ୍ରୀଙ୍କ କଣ୍ଠରେ ଦୃଢ଼ ପ୍ରତ୍ୟାଖ୍ୟାନ । କିଛି କ୍ଷଣର ନିଷ୍ଫଳ ପ୍ରତୀକ୍ଷା ପରେ ରିକ୍ତ ହସ୍ତରେ ନିରୁତ୍ସାହିତ ତଥା ଭଗ୍ନ ହୃଦୟ ଘେନି ପ୍ରତ୍ୟାବର୍ତ୍ତନ କଲେ ଶିଷ୍ୟ ଶିରୋମଣି ସାରୀପୁତ୍ତ । ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ପୁରୁଷ ସ୍ୱୟଂ ଗୌତମଙ୍କ ଇଚ୍ଛା ବିନମ୍ର ତଥା ଦୃଢ଼ ଭାବରେ ତାଙ୍କ ମାତାଙ୍କଦ୍ୱାରା ଏପରି ଯେ ପ୍ରତ୍ୟାଖ୍ୟାତ ହେବ, ତାହା ଥିଲା ତାଙ୍କ କଳ୍ପନାତୀତ ।…

ଅଧିକ ପଢ଼ନ୍ତୁ