Odia Story Nari (ନାରୀ) by Sunita Sethi

ନାରୀ

“ନାରୀ” ସ୍ରଷ୍ଟାଙ୍କର ଏକ ସୁନ୍ଦର ସୃଷ୍ଟି, ସେ ଅସାମାନ୍ୟା ସୁନ୍ଦରୀ । ଅନେକ ଚେହେରା ଲୁଚି ରହିଥାଏ ତା’ ମଧ୍ୟରେ । ଅନେକ ସମ୍ପର୍କରେ ସେ ବନ୍ଧା, ସମସ୍ତଙ୍କ ପ୍ରତି କିଛି ନା କିଛି କର୍ତ୍ତବ୍ୟ ଥାଏ ନାରୀର । ସେଥିପାଇଁ ତ ଅନେକ ଚରିତ୍ର ରହିଥାଏ ତା’ର । ସେ ହେଉଛି ସମ୍ପୂର୍ଣା, ସେ ହିଁ ଅନ୍ନପୂର୍ଣ୍ଣା, ଆଉ ସର୍ବୋପରି ସେ ହେଉଛି ମା’ । ଯେତେବେଳେ ଘରେ ଗୋଟିଏ କନ୍ୟା ସନ୍ତାନ ଜନ୍ମ ନିଏ,…

ଅଧିକ ପଢ଼ନ୍ତୁ
Odia Poem Gale Se Chali (ଗଲେ ସେ ଚାଲି) by Nibedita Nayak

ଗଲେ ସେ ଚାଲି

ସରନ୍ତା ନି କି ଏ ରେଳ ଧାରଣା ଅଟକି ଯାଆନ୍ତା କି ଏ ସମୟ ପୂରଣ ହେଇଯାଆନ୍ତା ଭାବନା ପାଖେ ରହି ଯା’ନ୍ତେ ମୋ ଆପଣା ।୧। ହୁଏ କାଇଁ ଅଧୈର୍ଯ୍ୟ ମନ ମୋର ଲାଗୁଛି ବୋଧେ ତାକୁ ବହୁତ ଡର ଦୁଃଖ କି ତା’ଠୁ ଦୂରେଇ ଯିବାର ଭୀଷଣ କଷ୍ଟ କି ବିଚ୍ଛେଦ ହେବାର ।୨। ପ୍ରଥମ ଦେଖରେ କଳ୍ପନା ଯାହା ଥିଲା କେଜାଣି କେବେ ତାହା ବଦଳିଗଲା ଅବିଚ୍ଛେଦ୍ୟ ଅଂଶ ସେ ମୋ ଜୀବନର…

ଅଧିକ ପଢ଼ନ୍ତୁ
Odia Poem Alinganara Bele Bela Bayasa Heijae (ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ) by Sucharita Patra

ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ

ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ ଶିଥିଳ ହୁଏ ଅଥିର ହୁଏ କେବେକେବେ ମୃଦୁ କିମ୍ବା ଟାଣ ଚାପରେ ମୋଡ଼ିମକଚି ହୋଇଯାଏ ହଁ ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ । ଆଲିଙ୍ଗନରେ ତୃପ୍ତି ଅଭିମାନ ନିର୍ଭୟ ଶାନ୍ତି ଲାଗେ ହେଲେ ତା’ର ନିଶା ହୋଇଗଲେ ସୁସ୍ଥ ମଣିଷ ବି ରୋଗିଣା ହୋଇଯାଏ ହଁ ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ । ତା’ର ଉଷ୍ଣ ଓ ଶୁଷ୍କତାରେ ଭାବନା ଜାଣିହୁଏ କିନ୍ତୁ ତା’ର ବି କ’ଣ ଗୋଟାଏ ମୁଖା ଥାଏ…

ଅଧିକ ପଢ଼ନ୍ତୁ
Download Now 37th Edition of Shubhapallaba

୩୭ଶ ସଂସ୍କରଣ

୨୦୨୨ ମସିହାର ଅପ୍ରେଲ ମାସରେ ଶୁଭପଲ୍ଲବର ୩୭ଶ ସଂସ୍କରଣ ପ୍ରକାଶ ପାଇଥିଲା । ୨୫ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୨ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ