Odia Story Golapa (ଗୋଲାପ) by Ashish Kumar Swain

ଗୋଲାପ

ବିଧାତାର ଅପୂର୍ବ ମହନୀୟ ବିଚିତ୍ର ସୃଷ୍ଟି । କି ଶୋଭା? କି କାନ୍ତି? ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ସ୍ରଷ୍ଟା ସୃଷ୍ଟି ଧରାପୃଷ୍ଠେ ମହକରେ ମହକିତକରି ମହକାଏ । ହୃଦୟ ମନକୁ ଏକ କରି ସପ୍ତଜନ୍ମ ପର୍ଯ୍ୟନ୍ତ ବାନ୍ଧିରଖେ । ରଙ୍ଗହୀନ ବିଷାଦରେ ପରିପୂର୍ଣ୍ଣ ମୁହଁକୁ ହସଖୁସି ଆନନ୍ଦ ଦେବା ସହ ନାନା ରଙ୍ଗେ ରୂପ ଦିଏ । ମାନସ ପଟରେ ସୁନ୍ଦର ଦିବ୍ୟ ଛବି ଅଙ୍କନ କରେ । ମହତ୍ତ୍ୱ ବୁଦ୍ଧିଆ ଜୀବ ଓ ପ୍ରାଣୀ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 20th Edition

✍ ବିଂଶ ସମ୍ପାଦକୀୟ

ପ୍ରଥମରୁ କହିରଖେ, କାହାର ଖାଦ୍ୟାଭ୍ୟାସ ବା ଧର୍ମ ଭାବନା ସହ ମୋର କୌଣସି ବିଦ୍ୱେଷ ନାହିଁ; ମୁଁ ଉଭୟକୁ ସମ୍ମାନ କରେ । କିନ୍ତୁ ଜଣେ ସନାତନୀ ହିନ୍ଦୁ ଭାବରେ ବେଳେବେଳେ ମନରେ କ୍ଷୋଭ ଆସେ । ମତେ ଲାଗେ ବଦଳୁଥିବା ପରିସ୍ଥିତିରେ ନିରନ୍ତର ଅବକ୍ଷୟ ହେଉଥିବା ଆମ ସାମାଜିକ ଚଳଣି ତଥା ଧାର୍ମିକ ଭାବନାକୁ ଅନୁଶୀଳନ କଲେ ମନରେ କ୍ଷୋଭ ଆସିବା ସ୍ୱାଭାବିକ । କିଛିଦିନ ତଳେ ଦେଶର ପ୍ରମୁଖ ଅଳଙ୍କାର ଉତ୍ପାଦକ ତଥା ବିକ୍ରେତାଙ୍କ…

ଅଧିକ ପଢ଼ନ୍ତୁ