Read more about the article ତୁମେ ଗଲା ପରେ
Tume Gala Pare (ତୁମେ ଗଲା ପରେ) Odia Poem by Bhagyashree Sahoo

ତୁମେ ଗଲା ପରେ

ବଞ୍ଚିକି ପାରିବ, ଶଶାଙ୍କ ବିନା ସରୋବରର ସେ କଇଁ? କେମିତି ବଞ୍ଚିବି ତୁମ‌ବିନା ପ୍ରିୟ ଆଖିରେ ଏ ଲୁହ ନେଇ ।୧। ବସନ୍ତ ମଳୟ, ଶ୍ରାବଣର ବର୍ଷା ଆସିଥିଲ ତୁମେ ସାଜି, ଗଲାବେଳେ କାଇଁ ହୋଇଗଲ ତୁମେ, ରୁକ୍ଷ ନିଦାଘର ଝାଞ୍ଜି…

Continue Readingତୁମେ ଗଲା ପରେ
Read more about the article ନୂଆ ବର୍ଷ
Odia Poem Nua Barsa (ନୂଆ ବର୍ଷ) by Rajshekhar Chima for New Year

ନୂଆ ବର୍ଷ

ଆସୁଅଛି ନୂଆ ବର୍ଷ, ନୂଆ ସମୟ ଚକ୍ର ସ୍ୱୀକାର କରିବା ସ‌ହର୍ଷ । ଜୀବନରେ ଖୋଲିବା ନୂତନ ଅଧ୍ୟାୟ, ଚାଲିବ ଅନେକ ଅନେକ ପର୍ଯ୍ୟାୟ । ଭଲ ମନ୍ଦ ଅନେକ ପୃଷ୍ଠା, ଶ୍ରୀଜୀଉଙ୍କ ପ୍ରତି ରହୁ ସମସ୍ତଙ୍କ ନିଷ୍ଠା । ଯାଉଥିବା…

Continue Readingନୂଆ ବର୍ଷ
Read more about the article ଅଭିନନ୍ଦନ ନୂଆ ବର୍ଷ
Abhinandana Nua Barsa (ଅଭିନନ୍ଦନ ନୂଆ ବର୍ଷ): Odia Poem by Sanghamitra Kanungo

ଅଭିନନ୍ଦନ ନୂଆ ବର୍ଷ

ନୂଆ ବର୍ଷ ତମେ ଆସୁଛ ସବୁ ପୁରୁଣା ସ୍ମୃତିକୁ ଫିଙ୍ଗି ଦେଇ, ବାରମାସୀ ଚଢ଼େଇ ଭଳି କେତେ ରଙ୍ଗରେ ନିଜକୁ ସଜାଇ, ତମେ ଆସୁଛ । ଆକାଶରେ ମେଘହୀନ ଗୀତର ରାଗିଣୀ ଶୁଣାଉଛି ତମ ଆଗମନୀର ବାର୍ତ୍ତା, ତମେ ଆସୁଚ ପୌଷ…

Continue Readingଅଭିନନ୍ଦନ ନୂଆ ବର୍ଷ
Read more about the article ସମୟ
Odia Poem Samaya (ସମୟ) by Monalisa Mishra

ସମୟ

ସମୟ ସ୍ରୋତରେ ଭାସମାନ ଆମେ ଗତି ଯେ ସମ୍ମୁଖ ଦିଗକୁ, ଆଗାମୀ ଭବିଷ୍ୟ ଶୁଭେଚ୍ଛା ସ୍ୱାଗତେ ପାସୋରିଦେବୁ ଅତୀତକୁ । କାଳର କରାଳ ଗତି ବଳୀୟାନ ଶାସନ କରେ ସେ ସଭିଙ୍କୁ, ସୁଖ-ଦୁଃଖ ହାନି-ଲାଭ ଭଲ-ମନ୍ଦ ନକରେ ଅପେକ୍ଷା କାହାକୁ ।…

Continue Readingସମୟ
Read more about the article ଅଦ୍ୱିତୀୟ ଓଡ଼ିଶା
Odia Poem Adwitiya Odisha (ଅଦ୍ୱିତୀୟ ଓଡ଼ିଶା) by Rajshekhar Chima on Shubhapallaba Magazine

ଅଦ୍ୱିତୀୟ ଓଡ଼ିଶା

ଆସ ଗାଇବା ଓଡ଼ିଆ ଗୀତ, ଓଡ଼ିଶା ଦର୍ଶନରେ କିଛି ସମୟ କରିବା ଅତିବାହିତ । ଜୀବନର ଅମୂଲ୍ୟ କ୍ଷଣ ହେଉ ଅଭୁଲା ଅତୀତ, ଓଡ଼ିଶା ଅଦ୍ୱିତୀୟ ବୋଲି କରିବା ମନୋନୀତ । ପ୍ରବାହ ହେଉଛି ମହାନ‌ଦୀର ଅମୃତ ଧାରା, କଳିଙ୍ଗ ପ୍ରଦେଶର…

Continue Readingଅଦ୍ୱିତୀୟ ଓଡ଼ିଶା