Download 76th Edition of Shubhapallaba e-magazine released for Ratha Jatra

୭୬ଶ ସଂସ୍କରଣ

୨୦୨୫ ମସିହାର ରଜ ପରେ ପରେ ଶୁଭପଲ୍ଲବର ୭୬ଶ ସଂସ୍କରଣ ପ୍ରକାଶ ପାଇଥିଲା । ୩୨ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୫୨ ଗୋଟି ଆଲେଖ୍ୟ ପ୍ରକାଶିତ ହୋଇଥିଲା ।

ଅଧିକ ପଢ଼ନ୍ତୁ
Book Review Galpakanti (ଗଳ୍ପକାନ୍ତି) by Himanshu Bhushan Sahoo

ଚନ୍ଦ୍ରକାନ୍ତିଙ୍କ ଦିନଲିପିରୁ…

ଗଳ୍ପ ଲେଖିବା ଶୈଳୀ ମୁଖ୍ୟତଃ ଶବ୍ଦସଜା, ଅଭିଜ୍ଞତା, କଳ୍ପନାଜଳ୍ପନା ଓ ପ୍ରତ୍ୟକ୍ଷତା ଉପରେ ଅଧିକ ନିର୍ଭର କରେ । ବେଳେବେଳେ ଶେଷ ଦୁଇଟି ଶୈଳୀରେ ଚାଳିଯାଏ । କିନ୍ତୁ, ଯଦି ଗଳ୍ପରେ ଏ ସବୁ ଉପାଦାନ ରହେ ! ତେବେ ? ମୋ ମତରେ ତାହା ଜୀବନ୍ତରୁ ଜୀବନ୍ତକ ହୋଇଉଠେ ପାଠକଙ୍କ ପାଇଁ । ଲାଗେ ଗଳ୍ପ ନୁହେଁ, ଲାଗେ କେହିଜଣେ ଝରକା ସେପାଖେ ମୁହଁଟି ଗଳେଇ ଦେଖୁଛି ସୁଖଦୁଃଖର ସଂସାର ଏବଂ ଆମେ ବୁଝିପାରୁଥିବା ଭାଷା…

ଅଧିକ ପଢ଼ନ୍ତୁ
Odia Poem Dheu (ଢେଉ) by Sunanda Mohanty

ଢେଉ

ଆସେ ଯାଏ କହୁ କହୁ କୋଇଲି କଣ୍ଠର କୁହୁ କୁହୁ ସକାଳ ହସୁଛି ସନ୍ଧ୍ୟା ନଇଁଛି ଆସୁ ଯାଉ ଯାଉ ଗୋଠ ବାହୁଡ଼ାର ଯାତ୍ରା ପକ୍ଷୀ ନୀଡ଼ ଫେରା ମାତ୍ରା ସବୁରେ ରହିଛି କେତେ କଥା ପୁଣି ତୁଉ ମୁଉଁ ସମୁଦ୍ର ବେଳାରେ ବୁକୁ ପିଟୁଥାଉ ଯୁଦ୍ଧ ବିରତିର ଶଙ୍ଖ ଶୁଭିଯାଉ କାଉ କିନ୍ତୁ କହେ କା କା ଉଠିଥାଉ ନଈ କହେ ଆଗକୁ ଯାଉ ଯାଉ ତୁଠ ପଥରଟା ନିର୍ଜୀବ ପଡ଼ିଛି କିଏ ଆସୁ ଅବା…

ଅଧିକ ପଢ଼ନ୍ତୁ
Odia Story Laxmi Ubacha (ଲକ୍ଷ୍ମୀ ଉବାଚ) by Madhumita Mishra

ଲକ୍ଷ୍ମୀ ଉବାଚ

ମା’ ମାଲୋ ଲକ୍ଷ୍ମୀ ମା’ ତୋତେ କୋଟି କୋଟି ପ୍ରଣାମ । ମା’ ମୁଁ ଲକ୍ଷ୍ମୀ । ମାନେ ମୋ’ ନାଁ ଲକ୍ଷ୍ମୀ । ତୁ ତ ନିଶ୍ଚୟ ଜାଣିଥିବୁ । ତୁ ସବୁ ଜାଣିଛୁ । ତୋଠୁ କେଉଁ କଥା ଅଛପା ଅଛି କହିଲୁ?ହେଲେ ମୋର ମଧ୍ୟ ପୁରୁଣା ଅଭ୍ୟାସ ଅଛି ନା । ତେଣୁ ନିଜ ପରିଚୟଟା ଟିକେ ଦେଇଦେଲି । ପରିଚୟ ମାନେ । ମୁଁ ବାପଘରେ ଅନ୍ୟ ଗୋତ୍ରରେ ପରିଚିତ ଥିଲି । ଆଉ ବିବାହ ପରେ ମୋର ଅନ୍ୟ ଗୋଟିଏ ଗୋତ୍ର ହୋଇଗଲା ।…

ଅଧିକ ପଢ଼ନ୍ତୁ
Odia Poem Sakala Pheriba Jaen (ସକାଳ ଫେରିବା ଯାଏଁ) by Nirlipta Sethy

ସକାଳ ଫେରିବା ଯାଏଁ

ଏମିତି ହୁଅନ୍ତାନି ! ତୋ’ ସହର ନିଘୋଡ଼ ନିଦରେ ଶୋଇଗଲାପରେ, ତୋ’ ପ୍ରିୟ ସହରରେ ଖୁବ୍ ବୁଲନ୍ତେ ଆଉ “ଆମେ”କୁ ଭୋଗନ୍ତେ । କୋଉ ବାଇକ୍ କି କାର୍‌ରେ ନୁହଁ ମ ! ବାସ୍ ତୋ’ ହାତରେ ହାତ ଛନ୍ଦି ଆଉ ପାଦରେ ପାଦ ମିଶେଇ ଖୁବ୍ ଚାଲନ୍ତେ , ଟିକେ ଦୂରକୁ ହୁଏତ ଭୁବନେଶ୍ୱରର ଶେଷ ସୀମା ଯାଏଁ , ତୋ ସହରଟା ଅଳସ ଭାଙ୍ଗିବା ଯାଏ ! ଏମିତି ହୁଅନ୍ତାନି ଢେର୍ ଦୂରଯାଏଁ ଆମେ ଆମ ଆଖିଏ ସ୍ୱପ୍ନକୁ ବାସ୍ତବ…

ଅଧିକ ପଢ଼ନ୍ତୁ