ଗିରନାର ପର୍ବତ

ଗିରନାର ପର୍ବତ

ଜୟ ଗିରନାରୀ… ଗିରନାର ବାବା କି …..ଜୟ ସବୁବର୍ଷ ଶୀତ ଆସିଲେ ମନେପଡ଼େ ବଣଭୋଜି, ପାର୍ଟି, ଆଉଟିଙ୍ଗ ଇତ୍ୟାଦି ଇତ୍ୟାଦି….. ନିଜ କର୍ମମୟ ଜୀବନରୁ କିଛି ଦିନର ଛୁଟିରେ ଟେନସନ ଦୂର କରି ପ୍ରକୃତି କୋଳରେ ହଜିଯିବାର ସ୍ବାଦ ନିଶ୍ଚିତ ଭାବେ ନିଆରା । ସବୁବର୍ଷ ପରି କିଛି ଦିନର ବ୍ୟବଧାନ ପରେ ଅଫିସର କିଛି ସାଙ୍ଗ ବାହାରିଲେ କୁଆଡ଼େ ଗୋଟେ ଯିବାପାଇଁ । କୁଆଡ଼େ ଗୋଟେ କହିଲେ, ପ୍ରକୃତ ଜାଗା ଜଣା ନଥାଏ, ପ୍ରଥମେ ଯିବା ଫାଇନାଲ ହୁଏ…

ଅଧିକ ପଢ଼ନ୍ତୁ
nile-nadire-naubihara

ନୀଳନଦୀରେ ନୌବିହାର

ଇତିହାସକୁ ଗପ ଭାବରେ ପଢ଼ିଲେ ବୁଝିବାକୁ ଭାରି ସହଜ ହୁଏ । ଆଉ ଯେତେଦୂର ମୋର ମନେପଡ଼ୁଛି, ଏହାକୁ ବିଷୟ ଭାବେ ଷଷ୍ଠ କି ସପ୍ତମ ଶ୍ରେଣୀରେ ପ୍ରଥମଥର ପାଇଁ ପଢ଼ିବାକୁ ପଡ଼ିଥିଲା । ମୋଗଲ ଶାସନ, ବିଶ୍ୱଯୁଦ୍ଧ ଓ ସ୍ୱାଧୀନତା ସଂଗ୍ରାମ ବିଷୟରେ ପଢ଼ି ଭୟ ଲାଗୁଥିଲା କେମିତି ଏସବୁ ଘଟଣାର ମସିହା ମନେରଖି ପରୀକ୍ଷାରେ ଲେଖିବା । କିନ୍ତୁ ଯେତେବେଳେ ମହେଞ୍ଜୋଦାର ଓ ହରପ୍ପା ଭଳି ସଭ୍ୟତା ବିଷୟରେ ପଢ଼ିବାକୁ ପଡ଼ିଲା, ସେବେ ଭାରି ରୋମାଞ୍ଚକର ଲାଗିଲା । ସବୁଠାରୁ…

ଅଧିକ ପଢ଼ନ୍ତୁ
Prague-travel-blog

ପ୍ରାଗ୍: ମୋ ସ୍ମୃତି ମୋ ଅନୁଭୂତି

ଏମିତିରେ ଲୋକମାନେ ଛୁଟି କଟାଇବାକୁ ଭଲ ଭଲ ସହର ଚୟନ କରିଥାନ୍ତି । ମୋ କ୍ଷେତ୍ରରେ ଏମିତି ଏକ ସୁନ୍ଦର ସହରକୁ ଉଚ୍ଚଶିକ୍ଷା ପାଇଁ ଯିବାର ସୁଯୋଯ ମିଳିଥିଲା । ଆସିବା ପୂର୍ବରୁ ଅବଶ୍ୟ ମୋର ବନ୍ଧୁମାନଙ୍କଠାରୁ ପ୍ରାଗ୍ ବିଷୟରେ ବହୁତ କିଛି ଶୁଣିଥିଲି । ଆସିବା ପରେ ଓ ମୋର ରହଣି ଭିତରେ ଏହି ସହର, ଏହାର ଇତିହାସ, ଏହାର ଲୋକମାନେ ଓ ତାଙ୍କ ଚାଲିଚଳନ ବିଷୟରେ ଅତି ନିକଟରୁ ଜାଣିବାର ସୁଯୋଗ ମିଳିଥିଲା । ପ୍ରାଗ୍, ଇଉରୋପ ମହାଦେଶରେ ଅବସ୍ଥାପିତ…

ଅଧିକ ପଢ଼ନ୍ତୁ
i-have-been-to-london

ଆଇ ହାଭ ବିନ ଟୁ ଲଣ୍ଡନ୍ ଟୁ ଲୁକ୍ ଆଟ୍ ଦି କୁଇନ୍…

ଚାଟଶାଳୀରେ ବସି ପଣିକିଆ ଘୋଷୁଥିବା ବୟସରେ ହାତରେ କିଏ ଧରାଇଦେଇଥିଲା ନର୍ସରୀ ରାଇମ୍ ବହିଟିଏ । ଗୀତଗୁଡ଼ିକ ମଧ୍ୟରେ ସୁପ୍ରସିଦ୍ଧ ଶିଶୁ ଗୀତିକା “ପୁଷି କ୍ୟାଟ୍” ମୋର ସବୁଠାରୁ ପ୍ରିୟ ଥିଲା । ଗୀତଟିର ସାର ହେଲା ଏକ ବିଲେଇ ବିଲାତ ଭ୍ରମଣରେ ଯାଇ ସେଠି ରାଣୀଙ୍କ ଆସନ ତଳେ ଲୁଚିଥିବା କୁନି ମୂଷାଟିକୁ କିପରି ଡରାଇ ଦେଇଛି । ମୁଁ ସବୁବେଳେ କଳ୍ପନା କରୁଥାଏ ସତରେ ମୁଁ କେବେ ସ୍ଵଚକ୍ଷୁରେ ଦେଖି ପାରିବି ଇଂଲଣ୍ଡ ରାଣୀ ଏଲିଜେବେଥଙ୍କୁ । କଥା ରେ…

ଅଧିକ ପଢ଼ନ୍ତୁ
delft

ଅଚିହ୍ନା ସହରେ ମୁଁ

ଡେଲ୍ଫଟ୍ । ସକାଳୁ ସକାଳୁ ସ୍କିପୋଲ ଏଆରପୋର୍ଟରୁ ମଟ୍ରୋ ଯୋଗେ ପହଞ୍ଚି ଗଲି । କର୍ମ ସଂସ୍ଥାନରେ କିଛି ଔପଚାରିକତା ସରିବାପରେ ଦିଆଯାଇଥିବା ବାସସ୍ଥାନ ଆଡ଼କୁ ଚାଲଲି । ହାତରେ ଇନଷ୍ଟିଚ୍ୟୁଟ ପ୍ରଦତ୍ତ ମ୍ୟାପଟିଏ । ମ୍ୟାପ ପଛପଟେ ଡେଲ୍ଫଟ ସହରର ସଂକ୍ଷିପ୍ତ ବିବରଣୀ । ନେଦରଲ୍ୟାଣ୍ଡର ପଶ୍ଚିମକୁ ଅଛି ଏଇ ଛୋଟିଆ ସହର । ଛୋଟ ହେଲେ ବି ବିଶ୍ୱ ପ୍ରସିଦ୍ଧ ଦୁଇଟି କାରଣ ପାଇଁ । ପ୍ରଥମତଃ ଡେଲ୍ଫଟ ଇଉନିଭର୍ସିଟି ଅଫ ଟେକ୍ନୋଲୋଜି ଯାହାକି ଟିୟୁ ଡେଲ୍ଫଟ୍ ହିସାବରେ ବେଶ ଜଣା ଆଉ ଦ୍ୱିତୀୟଟି…

ଅଧିକ ପଢ଼ନ୍ତୁ